କୋଟି କୋଟି ଟଙ୍କା ଖର୍ଚ୍ଚ କିନ୍ତୁ ଅବହେଳିତ ବୈାଦ୍ଧ କୀର୍ତି ସ୍ଥଳ ଦେଉଳୀ

ଯାଜପୁର-୧୬/୨(ଓଡିଆ ପୁଅ/ଏ.ରାଉତ) ବ୍ରାହ୍ମଣୀ ନଦୀ ନିକଟ ୧୬ ନମ୍ବର ଜାତୀୟ ରାଜପଥର ୫ଶହ ମିଟର ଭିତରକୁ ଗଲେ ପଡିବ ବୈାଦ୍ଧ କୀର୍ତି ସ୍ଥଳ ଦେଉଳୀ ପର୍ବତ । ଯାରକା ନିକଟରେ ଏହା ଏକ ମନୋରମ ପାର୍ବତ୍ୟ ଅଂଚଳ । ଏହି ପହାଡ ଶିଖରରେ ଛିଡା ହେଲେ ବହୁ ମନୋରମ ଦୃଷ୍ୟ ନଜରକୁ ଆସେ । ବହୁଦୂର ପର୍ଯ୍ୟନ୍ତ ବ୍ରାହ୍ମଣୀ ନଦୀ ଦୃଷ୍ଟି ଗୋଚର ହେଉଥିଲାବେଳେ ନିକଟବର୍ତି ଅଂଚଳର ମନୋରମ ଦୃଷ୍ୟ ପର୍ଯ୍ୟଟକ ମାନଙ୍କୁ ଆକାର୍ଶିତ କରିବ ଏଥିରେ ସଂଦେହ ନାହିଁ । ଏହି ଦେଉଳୀ ପର୍ବତ ସରକାରୀ ସ୍ତରରେ ଏକ ବୈାଦ୍ଧ କୀର୍ତି ସ୍ଥଳର ମାନ୍ୟତା ପାଇଛି । ଉକôଳୀୟ ନୈାବାଣିଜ୍ୟ ଓ ଦକ୍ଷିଣ-ପୂର୍ବ ଏସୀୟ…

"କୋଟି କୋଟି ଟଙ୍କା ଖର୍ଚ୍ଚ କିନ୍ତୁ ଅବହେଳିତ ବୈାଦ୍ଧ କୀର୍ତି ସ୍ଥଳ ଦେଉଳୀ"

ଏଟିଏମ୍ ଲୁଟ୍ ଉଦ୍ୟମ

ଯାଜପୁର -୧୪/୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ସଦର ଥାନା ଗଜିପାଢ଼ୀ ଛକଠାରେ ଥିବା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଏଟିଏମକୁ ଦୁର୍ବୁର୍ତ୍ତ ମାନେ ମଙ୍ଗଳବାର ରାତିରେ ଭାଙ୍ଗି ଟଙ୍କା ଲୁଟ କରିବା ପାଇଁ ଉଦ୍ୟମ କରିଥିଲେ ହେଁ ସଫଳ ହୋଇପାରିନାହାଁନ୍ତି । ଏହି ଘଟଣା ଜଣାପଡ଼ିବା ପରେ ନିକଟସ୍ଥ ଦୋକାନୀମାନେ ସଦର ଥାନାକୁ ଖବର ଦେଇଥିଲେ । ସଦରଥାନା ଷ୍ଟେଟବ୍ୟାଙ୍କର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଷ୍ଟେଟ ବ୍ୟାଙ୍କର ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚô ଏଟିଏମ୍ ଭଙ୍ଗା ଯାଇଥିଲେ ମଧ୍ୟ କୈାଣସି ଟଙ୍କା ଲୁଟ ନ ହୋଇଥିବା ଜାଣିବାକୁ ପାଇଥିଲେ । ଏ ସପର୍କରେ ଯାଜପୁର ସଦରଥାନା ତଦନ୍ତ ଜାରି ରଖିଛନ୍ତି ।

"ଏଟିଏମ୍ ଲୁଟ୍ ଉଦ୍ୟମ"

ଲଘୁ ଖଣିଜ ଚୋରି ରୋକିବାକୁ ଜିଲ୍ଲାପାଳ ଓ ଏସ.୍ପିଙ୍କ ଉଦ୍ୟମ ପରେ ବି : ବଡଚଣାରେ ପ୍ରଶାସନ ନୀରବ କାହିଁକି

ଯାଜପୁର-୧୫/୨(ଓଡିଆ ପୁଅ/ଏ.ରାଉତ) -ରାଜ୍ୟରେ ବ୍ୟାପକ ପରିମାଣର ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ରାଜ୍ୟ ସରକାର ଉଦ୍ବେଗ ପ୍ରକାଶ କରିଆସୁଛନ୍ତି । ଏହାକୁ ଦୃଢ ହସ୍ତରେ ଦମନ କରିବା ପାଇଁ ଗତ ଡିସେମ୍ବର ମାସରେ ରାଜସ୍ୱ ସଚିବ ଏକ ଟାସ୍କ୍ ଫୋର୍ସ ଗଠନ କରିଛନ୍ତି । ପ୍ରତି ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନେଇ ଟାସ୍କଫୋର୍ସ ଗଠନ କରି ଏହା ଉପରେ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ନିଦେ୍ଦର୍ଶ ରହିଛି । ମାତ୍ର ଏହି ନିଦେ୍ର୍ଦଶକୁ କାର୍ଯ୍ୟକାରୀ କରିବାକୁ ଯାଇ ଯାଜପୁର ଜିଲ୍ଲାରେ ଚାଲିଥିବା ବେଆଇନ୍ ଲଘୁ ଖଣିଜ ଦ୍ରବ୍ୟର ଲୁଟପାଟ ଓ ଚୋରାଚାଲାଣ ରୋକିବା ଏବଂ ଏହି କାର୍ଯ୍ୟରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ…

"ଲଘୁ ଖଣିଜ ଚୋରି ରୋକିବାକୁ ଜିଲ୍ଲାପାଳ ଓ ଏସ.୍ପିଙ୍କ ଉଦ୍ୟମ ପରେ ବି : ବଡଚଣାରେ ପ୍ରଶାସନ ନୀରବ କାହିଁକି"

ମହାଲୁଟର ପେଣ୍ଠସ୍ଥଳି ପାଲଟିଛି ଧର୍ମଶାଳା ; ରାଜନୈତିକ ଛତ୍ରଛାୟାରେ ଚାଲିଛି ଲୁଟିଆଙ୍କ ଲୁଟ

ଯାଜପୁର-୯/୨(ଓଡିଆ ପୁଅ/ଏ.ରାଉତ) ଜିଲାରେ ମାଫିଆ ମାନେ ବର୍ତମାନ ଆତଙ୍କ ଚଲାଇଥିଲାବେଳେ ମାଫିଆଙ୍କ ଆତଙ୍କରାଜରେ ଖୋଦ ଜିଲାପ୍ରଶାସନ ଆତଙ୍କିତ ହୋଇ ପଡିଛି। ରବିବାର ଦୁର୍ଘଟଣାରେ ଯାଜପୁର ଆରଟିଙ୍କ ମୃତ୍ୟୁ ପରେ ଜିଲା ପ୍ରଶାସନ ପକ୍ଷରୁ ବେଆଇନ ଚାଲାଣ ଉପରେ ରୋକ ଲଗାଇବାକୁ ଜିଲା ପ୍ରଶାସନ ପଦକ୍ଷେପ ନେବା ଆରମ୍ଭ କରିଥରଲାବେଳେ ଜିଲା ପ୍ରସାସନ ସହିତ ମାଫିଆ ମାନେ ମୁହଁମୁହିଁ ହୋଇଥିବା ଦେଖିବାକୁ ମିଳିଛି। ଜିଲାରେ ମାଫିଆ ସଂସ୍କୃତି ଆଗକୁ ବଢୁଥିଲାବେଳେ ଜିଲାର ଅନ୍ୟତମ ପ୍ରମୁଖ ନିର୍ବାଚନ ମଣ୍ଡଳୀ ଧର୍ମଶାଳା ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି। ଏହି ମାଫିଆ ମାନଙ୍କ ମାଫିଆରାଜ ଉପରେ ଜିଲା ପ୍ରଶାସନ କି ପଦକ୍ଷେପ ନେବ ଏହାକୁ ନେଇ ଜିଲାରେ ଆରମ୍ଭ ହୋଇଛି ଚର୍ଚ୍ଚା। ଧର୍ମଶାଳାରେ…

"ମହାଲୁଟର ପେଣ୍ଠସ୍ଥଳି ପାଲଟିଛି ଧର୍ମଶାଳା ; ରାଜନୈତିକ ଛତ୍ରଛାୟାରେ ଚାଲିଛି ଲୁଟିଆଙ୍କ ଲୁଟ"

ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଜିଲାପାଳଙ୍କ ଆହ୍ୱାନ ।

  ଯାଜପୁର-୯/୨(ଓଡିଆ ପୁଅ/ ଏ.ରାଉତ) ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ, ନିରପେକ୍ଷ ଓ ନିର୍ଭିକ ଭାବେ ପରିଚାଳନା କରି ନିଜ ପାଇଁ ତଥା ଜିଲ୍ଳ୍ା ପାଇଁ ଆଦର୍ଶ ସୃଷ୍ଟି କରିବାକୁ ଜିଲାପାଳ ରଂଜନ କୁମାର ଦାସ ଆହ୍ୱାନ ଦେଇଚ୍ଥନ୍ତି । ଶୁକ୍ରବାର ପୂର୍ବାହ୍ନରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଜିଲ୍ଳ୍ା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ, ମଧ୍ୟମା ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିପିଂକେଟ୍ ପରୀକ୍ଷା କେନ୍ଦ୍ର ତତ୍ତ୍ୱାବଧାରକ, ନୋଡାଲ କେନ୍ଦ୍ର ନିୟନ୍ତ୍ରକ, ପରୀକ୍ଷା ସମ୍ୱନ୍ଧୀୟ ସାମଗ୍ରୀ ବଣ୍ଟନ ଓ ସଂଗ୍ରହ ଅଧିକାରୀ ମାନଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ ଯୋଗଦେଇ ଜିଲ୍ଳ୍ାପାଳ…

"ମାଟ୍ରିକ ପରୀକ୍ଷାକୁ ଶୃଙ୍ଖଳିତ ଓ ନିରପେକ୍ଷ ଭାବେ ପରିଚାଳନା କରିବାକୁ ଜିଲାପାଳଙ୍କ ଆହ୍ୱାନ ।"

ଶୋଇପଡିଛି ଓଜନ ଓ ମାପବିଭାଗ: ଶୋଷଣ ହେଉଛନ୍ତି ଖାଉଟି

ଯାଜପୁର-୯/୨(ଓଡିଆ ପୁଅ/ଏ.ରାଉତ) ଖାଉଟିମାନେ କିପରି ଶୋଷଣର ଶୀକାର ନହେବେ ଓ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନରୁ ଉପଯୁକ୍ତ ସେବା ପାଇପାରିବେ ସେଥିପାଇଁ ସରକାରୀ ସ୍ତରରେ ଅନେକ ଯୋଜନା କରାଯାଇଛି । ହାଟ ,ପେଟ୍ରୋଲ ପମ୍ପ,ପିଡିଏସ୍ ସାମଗ୍ରୀ ଠିକ୍ ଭାବରେ ପାଇବା ପାଇଁ ଓ ପ୍ରକୃତ ଓଜନ ମାପରେ ପାଇବା ପାଇଁ ସରକାରଙ୍କର ଏକ ବିଭାଗ ରହିଛି ଓଜନ ମାପ ବିଭାଗ । ହେଲେ ଖାଲି ଧର୍ମଶାଳା ଅଂଚଳ ନୁହେଁ ସାରା ଯାଜପୁର ଜିଲାରେ ଏହି ବିଭାଗର ସ୍ଥାଣୁତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ । ଧର୍ମଶାଳା ଅଂଚଳରେ ଥିବା ଅନେକ ପ୍ରେଟ୍ରୋଲ ପମ୍ପରେ ପେଟ୍ରୋଲ ଜାତୀୟ ସାମଗ୍ରୀ ଓଜନ ମାପରେ କମ୍ କରି ଦିଆଯାଉଥିବା ଅଭିଯୋଗ ହୋଇଛି…

"ଶୋଇପଡିଛି ଓଜନ ଓ ମାପବିଭାଗ: ଶୋଷଣ ହେଉଛନ୍ତି ଖାଉଟି"

ଜିଲାପାଳଙ୍କ ନିୟମଙ୍କୁ ବେଖାତିର

ଯାଜପୁର-୯/୨(ଓଡିଆ ପୁଅ/ଏ.ରାଉତ) ଗତ ମାସ ୨୯ ତାରିଖରେ ଦୁର୍ଘଟଣାରେ ଆହତଙ୍କ ସଂଖ୍ୟାରେ ହ୍ରାସ କରିବାକୁ ଜିଲାପାଳ ବିନା ହେଲମେଟରେ ପେଟ୍ରୋଲ ଟାଙ୍କିରେ ତେଲ ଦେବାକୁ ବାରଣ କରିଥିଲେ । ଚଳିତ ମାସ ୧ ତାରିଖରୁଏହି ନିୟମକୁ କଡାକଡି ଭାବେ ପାଳନ କରିବାକୁ ଜିଲାପାଳ ତାଙ୍କ ନିର୍ଦେଶନାମାରେ ନିର୍ଦେଶ ଦେଇଥିଲେ । ଏହି ନିୟମକୁ ମାତ୍ର ୮ ଦିନ ହୋଇଥିଲା ବେଳେ ଜିଲାପାଳଙ୍କ ନିୟମ ସତେ ଯେମିତି ବାଟ ବଣା ହୋଇଯାଛି । ଜନସାଧାରଣଙ୍କ ମଙ୍ଗଳ ପାଇଁ ଜିଲାପାଳ ଏହି ନିୟମ କରିଥିଲାବେଳେ ଜନସାଧାରଣ ତ ଏହାକୁ ମାନୁ ନାହାନ୍ତି ପେଟ୍ରୋଲ ପମ୍ପର ମାଲିକ କିମ୍ବା କର୍ମଚାରୀ ଏହି ନିୟମକୁ ପାଳନ କରିବାରେ ପଛଘୁଂଚା ଦେଉଥିବା ଦେଖିବାକୁ…

"ଜିଲାପାଳଙ୍କ ନିୟମଙ୍କୁ ବେଖାତିର"

ଦୃଷ୍ଟି ଦେଉନାହିଁ ପ୍ରଶାସନ, ନଷ୍ଟ ହେଲାଣି ରାସ୍ତା

ଯାଜପୁର-୯/୨(ଓଡିଆ ପୁଅ/ଏ.ରାଉତ) ଆଜକୁ ଏକ ମାସରୁ ଉର୍ଦ୍ଧ ସମୟ ହେବ ବରୁଆଁ-ଯାଜପୁର ରାସ୍ତାର ମାନସାପୋଲ ନିକଟ କଂଗ୍ରେସ କାର୍ଯ୍ୟାଳୟ ରାସ୍ତା ତଳେ ଥିବା ପାଣି ପାଇପ ଫାଟି ପାଣି ବାହାରୁଥିବା ଦେଖିବାକୁ ମିଳିଛି । ଏ ବିଷୟରେ ଗଣ ମାଧ୍ୟମରେ ମଧ୍ୟ ବାରମ୍ବାର ଖବର ପ୍ରକାଶ ପାଇଛି । ହେଲେ ଏହାକୁ ଦୀର୍ଘ ଦିନ ହେଲା ପ୍ରଶାସନ ପକ୍ଷରୁ ଅଣଦେଖା କରାଯାଉଛି । ଫଳରେ ପ୍ରତିଦିନ ଏହି ରାସ୍ତାରେ ପାଣି ଜମି ରହି ରାସ୍ତା ନଷ୍ଟ ହେବା ଆରମ୍ଭ କଲାଣି । ପିଚୁ ଉପରେ ସବୁ ବେଳେ ପାଣି ଜମି ରହିବା ଦ୍ୱାରା ପିଚୁ କିଛି ଅଂଶରେ ଫାଟିଯିବା ସହିତ ଗୋଟିଏ ଯାଗାରେ ରାସ୍ତା ଦବି…

"ଦୃଷ୍ଟି ଦେଉନାହିଁ ପ୍ରଶାସନ, ନଷ୍ଟ ହେଲାଣି ରାସ୍ତା"

ପଥଚାରୀଙ୍କ ପାଇଁ ବିପଦ ସାଜିଛି ରିଙ୍ଗ ରୋଡର ବାଲି ଗଦା

ଯାଜପୁର-୯/୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ସହରରେ ଗମନାଗମନରେ ସୁବିଧା ପାଇଁ ରିଙ୍ଗ ରୋଡର ବିକାଶ କରାଯାଇଛି । ଏହାକୁ ଦୁଇଥାକିଆ ରାସ୍ତା କରାଯାଇ ଏହି ରାସ୍ତାକୁ ଆଲୋକିତ କରାଯାଇଛି । ଏହି ରାସ୍ତା ଦେଇ ବହୁ ଯାନବାହାନ ସହିତ ଭାରିଯାନ ମଧ୍ୟ ଗତାଗତ କରୁଛି । ଏହି ରାସ୍ତା ବର୍ତମାନ ଗମନାଗମନର ଅନ୍ୟତମ ପ୍ରମୁଖ ରାସ୍ତା ପାଲଟିଥିଲାବେଳେ ଏହି ରାସ୍ତାରେ ବିପୁଳ ପରିମାଣର ବାଲି ଗଦା ପଥଚାରୀଙ୍କ ପାଇଁ ବିପଦର କାରଣ ପାଲଟିଛି । ଏହି ରାସ୍ତା ଦେଇ ବହୁ ଟ୍ରାକ୍ଟର ଓ ଟ୍ରକରେ ବାଲି ପରିବହନ ହୋଇଥାଏ । ଏହି ସବୁ ଯାନରୁ ବାଲି ରାସ୍ତାରେ ଖସି ପଡି ରାସ୍ତାର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର…

"ପଥଚାରୀଙ୍କ ପାଇଁ ବିପଦ ସାଜିଛି ରିଙ୍ଗ ରୋଡର ବାଲି ଗଦା"

ଭୂମୀହୀନଙ୍କୁ ପଟ୍ଟା ପରିବର୍ତ୍ତେ ଉଚ୍ଛେଦ ;ଧର୍ମଶାଳା ତହସିଲ ଆଗରେ ଧାରଣା ଦେଲେ ବାସହରା

  ଯାଜପୁର-୮/୨(ଓଡିଆ ପୁଅ/ଏ.ରାଉତ) ଯାଜପୁର ଜିଲା ଧର୍ମଶାଳା ତହସଲି ଅଞ୍ଚଳରେ ଶହ ଶହ ଏକର ସରକାରୀ ଜମିକୁ ମୁଷ୍ଟିମେୟ ଲୋକ ଓ ରାଜନୈତିକ ବଡ ପଣ୍ଡାମାନେ ମାଡିବାସିଥିବା ବେଳେ ଭୂମୀହୀନମାନଙ୍କୁ ପଟ୍ଟା ନଦେଇ ସେମାନଙ୍କୁ ବାସଚୁ୍ୟତ କରିବା ଘଟଣା ଅଭିଯୋଗ ହୋଇଛି । ବାସହରାମାନେ ଗତ ୧୫ ଦିନ ହେଲା ତହସିଲ ଆଗରେ ଧାରଣା ଦେଇଛନ୍ତି । ମାତ୍ର ପ୍ରଶାସନ ସେମାନଙ୍କ କଥାକୁ ଶୁଣୁନଥିବା ଏହି ବସହରା ଲୋକମାନେ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା ମୁତାବକ, ନାକପୋଲ ଆରଇ ସର୍କଲ ଅଧିନସ୍ଥ ଝାଲସୁଖା ମୌଜାରେ ବର୍ଷ ବର୍ଷ ଧରି ରହି ଆସୁଥିଲେ । ମାତ୍ର ବଳପୂର୍ବକ ଭାବରେ ତହସିଲ କର୍ମଚାରୀ ଓ ଥାନା କର୍ମଚାରୀମାନେ…

"ଭୂମୀହୀନଙ୍କୁ ପଟ୍ଟା ପରିବର୍ତ୍ତେ ଉଚ୍ଛେଦ ;ଧର୍ମଶାଳା ତହସିଲ ଆଗରେ ଧାରଣା ଦେଲେ ବାସହରା"