Home Authors Posts by Ajit Behera

Ajit Behera

277 POSTS 0 COMMENTS

ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳୀ

0
ତାଳଚେର,୧/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଏଆଇସିଡ୍ଲୁ(ଅଲ୍ ଇଣ୍ଡିଆ କଂଗ୍ରେସ ୱାକର୍ସ) ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି । ତାଳଚେର ସାଉଥବଲଣ୍ଡାସ୍ଥିତ ହ୍ୟୁମାନ ରାଇଟସ୍...

ସାଉଥବଲଣ୍ଡା ସାହିତ୍ୟ ଘର ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

0
ତାଳଚେର,୩୧/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସମ୍ବାଦ ସାହିତ୍ୟ ଘର,ସାଉଥବଲଣ୍ଡା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଗୋପାଳ ପ୍ରସାଦସ୍ଥିତ ରୁଗୁଡି ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଟିଣରେ ବେକ କଟି ନାବାଳକଙ୍କ ମୃତ୍ୟୁ

0
ପାଳଲହଡ଼ା,୩୧/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ପଟାମୁଣ୍ଡ ଗାଁର ପ୍ରଫୁଲ୍ଲ ପଢିହାରଙ୍କ ନାବାଳକ ପୁଅ ବିଭୁ (୧୨) ଖେଳିବା ବେଳେ ଟିଣରେ ବେକ କଟିଯିବାରୁ ପ୍ରାଣ ହରାଇଛନ୍ତି।...

ନିରାଡମ୍ବରରେ ପାଳିତ ହେଲା ହିଙ୍ଗୁଳା ପୀଠରେ ନୂଆଖାଇ ପର୍ବ

0
ତାଳଚେର,୩୦/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କୋରୋନା କଟକଣା ମଧ୍ୟରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠ ପରିସରରେ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି ।...

ଚଳିତ ୩୦ ତାରିଖରେ ପାଳିତ ହେବ ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

0
ତାଳଚେର,୨୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ୩୦ ତାରିଖ ରବିବାର ଦିନ ନିରାଡ଼ମ୍ବର ଭାବେ...

ହିଙ୍ଗୁଳା କୋଇଲାଖଣିର ପରିତ୍ୟକ୍ତ ଜଳାଶୟରୁ ଯୁବକଙ୍କ ଶବ ଉଦ୍ଧାର

0
ତାଳଚେର,୨୮/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ଏମ୍‌ସିଏଲ ହିଙ୍ଗୁଳା କୋଇଲାଖଣିର ଏକ ପରିତ୍ୟକ୍ତ ଜଳାଶୟରୁ ଜଣେ ଯୁବକଙ୍କ ଭାସମାନ ଶବ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ହେଲେ କୁମୁଣ୍ଡା ପଂଚାୟତର...

ନବଜାତ ଶିଶୁପୁତ୍ର ଉଦ୍ଧାର

0
ପାଳଲହଡ଼ା,୨୮/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଗୁରୁବାର ସନ୍ଧ୍ୟାରେ ପାଳଲହଡା ଥାନା ଅନ୍ତର୍ଗତ ସଇଡା ପଞ୍ଚାୟତ ଡାଲୋ ଗ୍ରାମରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା। ସୂଚନା ଅନୁଯାୟୀ କେହି ଜଣେ ଏକ ସଦ୍ୟ...

ଲଗାଣ ବର୍ଷାରେ ପାଳଲହଡ଼ାରେ ଜନଜୀବନ ଅସ୍ତବ୍ୟସ୍ତ

0
ପାଳଲହଡ଼ା,୨୭/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): କୋରନା ସହ ସାରା ବିଶ୍ଵ ଲଢେଇ କରୁଥିବା ସମୟରେ ସାରା ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ଅନୁଗୋଳ...

ରେଙ୍ଗାଳି ଡ୍ୟାମ୍ ର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ

0
ତାଳଚେର,୨୭/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପଜନିତ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳପତନ ବୃଦ୍ଧି ପାଇଛି । ବ୍ରାହ୍ମଣୀ ନଦୀରେ ମଧ୍ୟ ବହୁ ପରିମାଣରେ ବନ୍ୟାଜଳ ପ୍ରବାହିତ ହେଉଛି...

ସମାଜସେବୀ ବିଭୁତି ସାହୁଙ୍କ ଦ୍ୱାରା କଣିହାଁ ବ୍ଲକର ଅସହାୟ ଲୋକଙ୍କୁ ଶୁଖିଲା ଖାଦ୍ୟ ଓ...

0
ତାଳଚେର,୨୬/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଗରିବ,ଅସହାୟ ଅବସ୍ଥାରେ ତଥା ଦୟନୀୟ ଜୀବନ କାଟୁଥିବା ଲୋକମାନଙ୍କୁ ସହାୟତା ପ୍ରଦାନ କରିଛନ୍ତି ତାଳଚେରର ଯୁବ ସମାଜସେବୀ ବିଭୁତି ସାହୁ । ତାଳଚେର ଉପଖଣ୍ଡ ଅନ୍ତର୍ଗତ କଣିହାଁ...

ହାଣ୍ଡିଧୂଆ-ଘଂଟପଡା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପ୍ରଗତି ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଦାବୀପତ୍ର

0
ତାଳଚେର,୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ହାଣ୍ଡିଧୂଆ-ଘଂଟପଡା ରାସ୍ତାରେ ଏମ୍‌.ସି.ଏଲ୍‌.ର ସାମାଜିକ ଦାୟିତ୍ୱବୋଧ ପାଣ୍ଠି ଆନୁକୂଲ୍ୟରେ ତିଆରି ହେଉଥିବା ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ ବିଳମ୍ବ ନେଇ ପ୍ରଗତି ଅନୁଷ୍ଠାନ ପକ୍ଷରୁ ଉଦବେଗ ପ୍ରକାଶ...

ପଦ୍ମଶ୍ରୀ ରାଧାମୋହନ ଗଡନାୟକଙ୍କ ଜୟନ୍ତୀ ଅବସରରେ ଆଲୋଚନାଚକ୍ର

0
ତାଳଚେର,୨୫/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଧାମୋହନ ଗଡନାୟକ ଥିଲେ ବହୁ ଆୟାମଯୁକ୍ତ ସାରସ୍ୱତ ବିସ୍ମୟ । ସେ ଏକାଧାରାରେ ଜଣେ ଗୀତି କବି,ଗାଥା କବି,ରୋମାଣି୍ଟକ ଓ କ୍ଲାସିଷ୍ଟିସ୍ । ତାଙ୍କୁ କୌଣସି ଗୋଟିଏ...

ଡାକ୍ତରଖାନା ସମ୍ବନ୍ଧୀୟ ୪ଦଫା ଦାବୀ ନେଇ ଧାରଣା

0
ତାଳଚେର, ୨୪/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଉପଖଣ୍ଡ ଡାକ୍ତରଖାନା ସମ୍ବନ୍ଧୀୟ ୪ଦଫା ଦାବି ନେଇ ତାଳଚେର ବ୍ଲକ ତେନ୍ତୁଲେଇ ପଂଚାୟତର ପୂର୍ବତନ ସମିତି ସଭ୍ୟା ବିନୋଦ ଲାଲ ଆଜି ତାଳଚେର ଉପଜିଲ୍ଲାପାଳଙ୍କ...

ସାଉଥବଲଣ୍ଡା ସମ୍ବାଦ ସାହିତ୍ୟ ଘରର ମାସିକ ଅଧିବେଶନ

0
ତାଳଚେର,୨୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ସାଉଥବଲଣ୍ଡାସ୍ଥିତ ହ୍ୟୁମାନ ରାଇଟସ୍ କାର୍ଯ୍ୟାଳୟ ପରିସରରେ ସମ୍ବାଦ ସାହିତ୍ୟ ଘର, ସାଉଥବଲଣ୍ଡା ଶାଖାର ମାସିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସାହିତ୍ୟ ଘରର ସଂଯୋଜକ...

ଦୁଇ କାର ମଧ୍ୟରେ ଧକ୍କା; ଭାଇଭଉଣୀ ମୃତ ଓ ଅନ୍ୟ ୪ ଆହତ

0
ପରଜଙ୍ଗ/ତାଳଚେର,୨୩/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ୧୪୯ ନଂ ଜାତୀୟ ରାଜପଥର ଭଜିଆ ଛକ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ଜଣ...

ଅନନ୍ତ ଡିଏଭି ପବ୍ଲିକ ସ୍କୁଲର ୨୩ତମ ପ୍ରତିଷ୍ଠା ଦିବସ ପାଳିତ

0
ତାଳଚେର,୨୨/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ ଡିଏଭି ପବ୍ଲିକ ସ୍କୁଲ, ଅନନ୍ତ ବିହାର ର ୨୩ତମ ପ୍ରତିଷ୍ଠା ଦିବସ ନିରାଡ଼ମ୍ବର ଭାବେ ପାଳିତ ହୋଇଯାଇଛି । ସମଗ୍ର ବିଶ୍ୱରେ...

ପିଏମଆଇଟି ପକ୍ଷରୁ ପିଏମ୍ କେୟାର ଓ ସିଏମ୍ ରିଲିଫ୍ ଫଣ୍ଡକୁ ୫୧ହଜାର ଲେଖାଏଁ ସହାୟତା...

0
ତାଳଚେର, ୨୧/୮ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ମୋହନ ଇନଷ୍ଟିଟ୍ୟୁଟ ଅଫ୍ ଟେକ୍ନୋଲୋଜି, ତାଳଚେର ପକ୍ଷରୁ ମହାମାରୀ କରୋନାର ମୁକାବିଲା କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଆର୍ଥିକ...

ଜୀବନସାଥୀ ଫାଉଣ୍ଡେସନ ଏବଂ ମା କାଳୀ ୟୁଥ୍ କ୍ଲବ ପକ୍ଷରୁ ରକ୍ତଦାନ ଶିବିର 

0
ଅନୁଗୋଳ,୧୯/୮ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ମହାମାରୀ କରୋନା ର ପ୍ରାଦୁର୍ଭାବ ବଢ଼ି ଚାଲିଥିବା ବେଳେ ଏବେ ଚାରିଆଡ଼େ ରକ୍ତ ସଙ୍କଟ ଦେଖାଦେଇଛି l ଏହି ପରିପ୍ରେକ୍ଷୀରେ ମା କାଳୀ ୟୁଥ୍ କ୍ଲବ...

ହିଙ୍ଗୁଳା ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବୈଠକ

0
ତାଳଚେର,୧୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ମନ୍ଦିର ପରିସରରେ ବର୍ଷାଜଳ ପ୍ରବାହିତ ହେଉଥିବାରୁ ଏହାର ପ୍ରତିକାର ସକାଶେ...

ସ୍ଵାଧୀନତା ଦିବସରେ କୋରନା ଯୋଦ୍ଧା ସମ୍ମାନିତ

0
ପାଳଲହଡ଼ା,୧୭/୮(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ୭୪ତମ ସ୍ଵାଧୀନତା ଦିବସ ଅବସରରେ ପାଳଲହଡା ଶାସନ ସାହି ଗଜଲକ୍ଷ୍ମୀ ପୂଜା କମିଟି ପକ୍ଷରୁ କୋରନା ଯୋଦ୍ଧାଙ୍କୁ ସମ୍ମାନିତ କରାଯାଇଛି। ସାରା ଦେଶ କୋରନା ମହାମାରୀ ଭୂତାଣୁ...