Home Authors Posts by Ajit Behera

Ajit Behera

277 POSTS 0 COMMENTS

ଆନନ୍ଦବଜାର ପମ୍ପ ହାଉସକୁ ପର୍ଯ୍ୟାପ୍ତ ପାଣି ଓ ବିଦ୍ୟୁତ ସଂଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର

0
ତାଳଚେର,୨୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ଥର୍ମାଲ ଆନନ୍ଦବଜାର ସ୍ଥିତ ପମ୍ପ ହାଉସକୁ ଏନ.ଟି.ପି.ସି/ଟି.ଟି.ପି.ଏସ ପ୍ଲାଂଟ ତରଫରୁ ଅଧିକ ଜଳ ଯୋଗାଇ ଦେବା ସହ ସ୍ଥାନୀୟ ଡିଏଭି କଲେଜ କ୍ୟାମ୍ପସରୁ ଉକ୍ତ ପମ୍ପ...

ପାଲଲହଡ଼ାର ବିଧାୟକ କରୋନା ପଜିଟିଭ

0
ପାଳଲହଡ଼ା,୨0/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଲଲହଡ଼ାର ବିଧାୟକ ମୁକେଶ ପାଳ ଆଜି କରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ନିଜ ଫେସବୁକ ଆକାଉଣ୍ଟରେ ସେ ଏ ନେଇ ସୂଚନା ଦେଇଥିବା...

ବରିଷ୍ଠ କଂଗ୍ରେସ ନେତାଙ୍କ ପରଲୋକ

0
ପାଳଲହଡ଼ା,୧୫/୯(ଓଡ଼ିଆପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ଟାଉନ ପୁରୁଣାଗଡ଼ ସାହିର ଅଧିବାସୀ ବରିଷ୍ଠ କଂଗ୍ରେସ ନେତା ହାଡିବନ୍ଧୁ ରାଜହଂସ(୬୮) ଙ୍କର ମଙ୍ଗଳବାର ସନ୍ଧ୍ୟା ସାଢ଼େ ଛଅଟା ବେଳେ ପରଲୋକ ଘଟିଛି। ସେ...

ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

0
ପାଳଲହଡ଼ା,୧୪/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ଥାନା ଅନ୍ତର୍ଗତ ୧୪୯ ତମ ଜାତୀୟ ରାଜପଥ ୪୯ତମ ଜାତୀୟ ରାଜପଥକୁ ସଂଯୋଗ କରୁଥିବା ନୂତନ ବାଇପାସ ପୋଲ ନିକଟରେ ଦିନ ଦ୍ବିପହର...

ଜନ୍ନଦିନ ପାଳନ ଅବସରରେ ହିଙ୍ଗୁଳା ମନ୍ଦିରକୁ ଅର୍ଥଦାନ କଲେ ଅବସରପ୍ରାପ୍ତ ଶିକ୍ଷାବିତ୍‌

0
ତାଳଚେର,୧୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ଗ୍ରାମର ଅବସରପ୍ରାପ୍ତ ଶିକ୍ଷାବିତ୍ ଦିବାକର ବାରିକ ନିଜର ୬୭ତମ ଜନ୍ମ ଦିବସ ପାଳନ ଅବସରରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ...

କାନ୍ଥରେ ବାଇକ ପିଟି ହୋଇ ଜଣେ ମୃତ

0
ଅନୁଗୋଳ,୧୪ା୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ):  ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ଥାନା ଅନ୍ତର୍ଗତ ୧୪୯ତମ ଜାତୀୟ ରାଜପଥର ଗୋପବନ୍ଧୁ ହାଇସ୍କୁଲ ସମ୍ମୁଖରେ ମର୍ମତୁନ୍ତ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଭାରସାମ୍ୟ...

ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ

0
ତାଳଚେର,୧୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା)): ସେଂଟ୍‌ଜନ ଆମ୍ବୁଲାନସ୍ ଓଡିଶା ଶାଖାର ଏମ୍‌.ସି.ଏଲ୍‌. ଆମ୍ବୁଲାନସ୍ ଡିଭିଜନ୍ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଯାଇଛି । ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠାନ...

ରାଣୀପାର୍କକୁ ଚିଡିଆଖାନାରେ ପରିଣତ କରିବାକୁ ରାଣୀପାର୍କ ଉନ୍ନୟନ ପରିଷଦର ଦାବୀ

0
ତାଳଚେର,୧୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ରାଣୀପାର୍କ ଉନ୍ନୟନ ପରିଷଦର ଏକ ଗୁରତ୍ୱପୂର୍ଣ୍ଣ ବୈଠକ ବସ ମାଲିକ ସଂଘ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଥାଉକି, ପ୍ରାୟ ୬ ଶହ ଏକରରୁ ଉର୍ଦ୍ଧ୍ୱ...

ପାଳଲହଡା ଶ୍ୟାମାକାଳୀ ମନ୍ଦିରରୁ ଗହଣା ଚୋରି

0
ପାଳଲହଡ଼ା,୧୧/୯(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ପାଳଲହଡାରେ ଶେଷରେ ମାଆଙ୍କ ମନ୍ଦିର ବି ଚୋରି ଘଟଣାରୁ ବର୍ତ୍ତିଲା ନାହିଁ । ପାଳଲହଡ଼ା ଟାଉନସ୍ଥିତ ମାଆ ଶ୍ୟାମାକାଳୀ ମନ୍ଦିରରୁ ଗତକାଲି ମଧ୍ୟରାତ୍ରରେ ଦୁବୃର୍ତ୍ତ ଦୁଇ ଲକ୍ଷରୁ...

ବଜ୍ରପାତରେ ୧୩ଟି ଗୋରୁଙ୍କର ମୃତ୍ୟୁ

0
ତାଳଚେର,୯/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ଗଣ୍ଡମାଳା ପଂଚାୟତ ଅନ୍ତର୍ଗତ ସୁଲେଇପାଳ ଗ୍ରାମ ନିକଟରେ ବଜ୍ରପାତ ହେବାରୁ ୧୩ଟି ଗୋରୁଙ୍କର ମୃତ୍ୟୁ ଘଟିଥିବାର ଅଭିଯୋଗ ହୋଇଛି ।...

ଲୋଡ଼ିଂ କୋଇଲା ଗାଡ଼ି ପିଛା ୫୦ଟଙ୍କା ଲେଖାଏଁ ଆଦାୟ ନିଷ୍ପତିକୁ ବିରୋଧ

0
ତାଳଚେର,୮/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ତାଳଚେରସ୍ଥିତ ଏମ୍‌.ସି.ଏଲ.ର ବିଭିନ୍ନ କୋଇଲାଖଣି ଅଂଚଳରେ ଟ୍ରକ୍ ଯୋଗେ କୋଇଲା ପରିବହନ କରୁଥିବା ଲୋଡ଼ିଂ ଗାଡ଼ି ପିଛା ୫୦ଟଙ୍କା ଲେଖାଏଁ ଆଦାୟ ନିଷ୍ପତିକୁ ଟ୍ରକମାଲିକ ମାନେ...

ତିନି ଦିନ ପାଇଁ ପାଳଲହଡା ବଜାର ବନ୍ଦ

0
ପାଳଲହଡା(ଓଡ଼ିଆ ପୁଅ/ନିହାର ରଞ୍ଜନ ସାମଲ): ଅନୁଗୋଳ ଜିଲ୍ଲା ପାଳଲହଡା ବ୍ଲକରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି। ସୂଚନା ଅନୁଯାୟୀ ପାଳଲହଡାରେ ଗତକାଲି ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ...

ବିଜେପି ପକ୍ଷରୁ ପ୍ରଜାମଣ୍ଡଳ ଦିବସ ପାଳିତ

0
ତାଳଚେର,୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ବିଜେପି ପକ୍ଷରୁ ଆଜି ୮୩ତମ ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଳଚେର ଉପଜିଲ୍ଲାପାଳ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ପ୍ରଜାମଣ୍ଡଳ...

ଜୀବନସାଥୀ ଫାଉଣ୍ଡେସନ ପକ୍ଷରୁ ରକ୍ତଦାନ ଶିବିର; ୭୧ ୟୁନିଟ୍ ରକ୍ତ ସଂଗୃହୀତ

0
ତାଳଚେର,୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ପବିତ୍ର ଗୁରୁଦିବସ ଉପଲକ୍ଷେ ତାଳଚେରର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନସାଥୀ ଫାଉଣ୍ଡେସନ୍ ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଳମଛୁଇଁ ପଂଚାୟତ ଅନ୍ତର୍ଗତ ମଝିକା ପ୍ରାଥମିକ ବିଦ୍ୟାଳୟ ପରିସରରେ...

କଳମଛୁଇଁ ଶିଶୁମନ୍ଦିରରେ ଗୁରୁ ଦିବସ ପାଳିତ

0
ତାଳଚେର,୫/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେର ବ୍ଲକ ଅନ୍ତର୍ଗତ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଛାତ୍ରଛାତ୍ରୀମାନଙ୍କର ଅନୁପସ୍ଥିତିରେ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ...

ମୃତ୍ୟୁବରଣ କରୁଥିବା ଏମ୍‌.ସି.ଏଲ.ର ଠିକା ଶ୍ରମିକଙ୍କ ପରିବାରକୁ ମିଳୁନାହିଁ ଉଚିତ କ୍ଷତିପୂରଣ: ମହାନଦୀ କୋଇଲା...

0
ତାଳଚେର,୪/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରସ୍ଥିତ ମହାନଦୀ କୋଇଲା କମ୍ପାନୀର ବିଭିନ୍ନ କୋଇଲାଖଣିରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ଭଳି ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ ସହ ସେମାନଙ୍କ ପରିବାରର ଜଣକୁ...

ଓମ୍‌କାର ଦାସ ଓସିଏମଏସ କଂଟ୍ରାକ୍ଟ ୱାର୍କସ୍ ବ୍ରାଞ୍ଚ, ତାଳଚେର ଉପସଭାପତି ମନୋନୀତ

0
ତାଳଚେର, ୪/୯ (ଓଡ଼ିଆ ପୁଅ/ଅଜିତ କୁମାର ବେହେରା) : ଓଡ଼ିଶା କଲିୟରୀଜ ମଜଦୁର ସଂଘର ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ମଜଦୁର ସଂଘର କାର୍ଯ୍ୟାଳୟ ଠାରେ ତାଳଚେର ଘଂଟପଡ଼ା ଗ୍ରାମର...

ପ୍ରଭାତ କୁମାର ହେଲେ ନୂତନ ମୁଖ୍ୟ ଖଣି ସୁରକ୍ଷା ନିରୀକ୍ଷକ

0
ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): କେନ୍ଦ୍ର ସରକାରଙ୍କ ଖଣି ସୁରକ୍ଷା ମହାନିର୍ଦ୍ଦେଶାଳୟ (ଡିଜିଏମ୍‌ଏସ୍‌) ଭୂବନେଶ୍ୱରର ନୂତନ ମୂଖ୍ୟ ଖଣି ସୁରକ୍ଷା ନିରୀକ୍ଷକ ଭାବରେ ପ୍ରଭାତ କୁମାର ଯୋଗଦାନ କରିଛନ୍ତି । ଶ୍ରୀ କୁମାର...

ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ରାଧାକୃଷ୍ଣ ଭାଗବତ ଟୁଙ୍ଗୀ ଉଦ୍‌ଘାଟିତ

0
ତାଳଚେର,୩/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଭାଗବତ ଜନ୍ମ ଅବସରରେ ତାଳଚେର ବ୍ଲକ ତାଳବେଡା କୃଷ୍ଣଚନ୍ଦ୍ରପୁର ଶାସନରେ ଶ୍ରୀ ରାଧାକୃଷ୍ଣ ଭାଗବତ ଟୁଙ୍ଗୀର ଶୁଭ ଉଦ୍‌ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭକ୍ତିମୟ ପରିବେଶ...

ଶ୍ରମିକ ନେତାଙ୍କ ପତ୍ନୀ ବିୟୋଗ

0
ତାଳଚେର,୨/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ୍ ବଳରାମ କୋଇଲାଖଣିର ଏଚ୍‌ଏମ୍‌ଏସ୍ ଶ୍ରମିକ ସଙ୍ଗଠନର ସମ୍ପାଦକ ପ୍ରକାଶ କୁଣ୍ଡୁଙ୍କର ଧର୍ମପତ୍ନୀ ଚାନ୍ଦରାଣୀ କୁଣ୍ଡୁ(୫୦ବର୍ଷ)ଙ୍କର ଆଜି ପରଲୋକ ହୋଇଯାଇଛି । ସେ କିଛିଦିନ ହେଲା ଫୁସଫୁସଜନିତ...