Home ଓଡ଼ିଶା ମେଣ୍ଟର ସବୁ ଦଳର ପତାକା ନିଜ କାରରେ ଲଗାଇଲେ କୀର୍ତ୍ତି ଚିଦମ୍ବରମ

ମେଣ୍ଟର ସବୁ ଦଳର ପତାକା ନିଜ କାରରେ ଲଗାଇଲେ କୀର୍ତ୍ତି ଚିଦମ୍ବରମ

799

ଚେନାଇ: କଂଗ୍ରେସ ନେତା ପି.ଚିଦମ୍ବରମଙ୍କ ପୁଅ କୀର୍ତ୍ତି ଚିଦମ୍ବରମ ଟ୍ୱିଟରରେ ଏକ ଫଟୋ ସେୟାର କରିଛନ୍ତି,ଯେଉଁଥିରେ ତାମିଲନାଡ଼ୁରେ ୟୁପିଏ ଗଟବନ୍ଧନର ସବୁ ଦଳ ଗୁଡ଼ିକର ପତାକା ସେ ତାଙ୍କ କାରରେ ଲଗାଇଛନ୍ତି।ସୂଚନାଯୋଗ୍ୟ ଯେ କଂଗ୍ରେସ ନେତା ଇ.ଏମ.ସୁଦର୍ଶନ ନଚିୟପ୍ପନଙ୍କ ବିରୋଧ ସତ୍ତ୍ୱେ କୀର୍ତ୍ତି ତାମିଲନାଡ଼ୁର ଶିବଗଙ୍ଗା ଲୋକସଭା କ୍ଷେତ୍ର ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି।//ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.