Home ଛବିରେ ଖବର ଐଶ୍ୱର୍ଯ୍ୟା ରାୟଙ୍କ ବିକିନି ଫଟୋ ଭାଇରାଲ

ଐଶ୍ୱର୍ଯ୍ୟା ରାୟଙ୍କ ବିକିନି ଫଟୋ ଭାଇରାଲ

2611

ମୁମ୍ବାଇ:୦୩,ନଭେମ୍ବର:ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କର ଏକ ବିକିନି ଫଟୋ ଭାଇରଲ ହେଇଛି।ନଭେମ୍ବର ୧ ତାରିଖରେ ଐଶ୍ୱର୍ଯ୍ୟାଙ୍କର ୪୫ତମ ଜନ୍ମଦିନ ଥିଲା।ଏହି ଅବସରରେ ସେ ନିଜ ପରିବାର ଓ କିଛି ବନ୍ଧୁଙ୍କ ସହ ଗୋଆରେ ନିଜ ଜନ୍ମଦିନ ପାଳନ କରୁଥିଲେ।ସେହି ସମୟର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ତା’ ଭିତରେ ଏମିତି ଏକ ଫଟୋ ଭାଇରାଲ୍‌ ହେଉଛି ଯାହା ହୁଏତ ଅନେକ ଦିନ ହେବ କେହି ଦେଖି ନଥିବେ।ଏକ ସୁଇମିଂ ପୁଲ୍‌ରେ କଳା ରଙ୍ଗର ବିକିନି ପିନ୍ଧି ନିଜ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ସହ ଐଶ୍ୱର୍ଯ୍ୟା ମସ୍ତି କରୁଥିଲେ।ସେ ସମୟର ଫଟୋ ଏବେ ଖୁବ୍ ଭାଇରାଲ୍‌ ହେଉଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.