Home ଓଡ଼ିଶା ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ

ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ

659

ବେଙ୍ଗୁଲୁର:ବେଙ୍ଗୁଲୁରରେ ମଙ୍ଗଳବାର ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି।ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ଉଡ଼ାଣ ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଥିଲେ।ଏହି ଦୁର୍ଘଟଣାରେ ଜଣେ ପାଇଲଟଙ୍କର ମୃତ୍ୟୁ ହୋଇସାରିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.