ଦିଲ୍ଲୀ ବିମାନ ବନ୍ଦରରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଲା ଏକ ଅଣ ଅନୁସୂଚିତ ବିମାନ

ନୂଆଦିଲ୍ଲୀ ୭-୪ (ଓଡ଼ିଆ ପୁଅ) ଏକ ଅଣ ଅନୁସୂଚିତ ବିମାନ ଦିଲ୍ଲୀର ଅନ୍ଦିରାଗାନ୍ଧୀ ବିମାନ ବନ୍ଦରରେ ଆପାତକାଳୀନ ଅବତରଣ କରିବା ପାଇଁ ଅନୁମତି ମାଗିଛି। ଏଥିପାଇଁ ୮ଟି ଦମକଳ ଗାଡ଼ି ସହିତ ଏହି ବିମାନର ଅବତରଣକୁ ଅପେକ୍ଷା କରାଯାଇଛି। ଏବେ ପର୍ଯ୍ୟନ୍ତ ବିମାନଟି ଅବତରଣ କରିପାରିନାହିଁ। ପରବର୍ତ୍ତି ସୂଚନା କିଛି ସମୟ ପରେ …

Leave a Reply

Your email address will not be published. Required fields are marked *