Home ଓଡ଼ିଶା ଦିନେ ଆବର୍ଜନା ସଫା କରୁଥିଲେ,ଆଜି ମେୟର!

ଦିନେ ଆବର୍ଜନା ସଫା କରୁଥିଲେ,ଆଜି ମେୟର!

921

ଚଣ୍ଡୀଗଡ଼:ଜଣେ ଆବର୍ଜନା ସଫା କରୁଥିବା ବ୍ୟକ୍ତି ହୋଇଛନ୍ତି ମେୟର।ଯେଉଁ ଚଣ୍ଡୀଗଡ଼ ସହରରେ ଦିନେ ନିଜ ବାପାଙ୍କ ସହ ମିଶି ଆବର୍ଜନା ସଫା କାମ କରୁଥିଲେ,ଆଜି ସେହି ବ୍ୟକ୍ତି ହୋଇପାରିଛନ୍ତି ସେହି ସହରର ମେୟର।ବ୍ୟକ୍ତି ଜଣଙ୍କ ହେଲେ ରାଜେଶ କାଳିଆ,ବୟସ ୪୬।ଦ୍ଵାଦଶ ପର୍ଯ୍ୟନ୍ତ ପଢ଼ିଥିବା କାଳିଆ ୧୯୮୪ ମସିହାରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)ରେ ଯୋଗ ଦେଇଥିଲେ।ଏହାପରେ ସେ ବିଜେପିରେ ଯୋଗଦେଇଥିଲେ।୨୦୧୧ରେ ସେ ପ୍ରଥମ ନଗର ନିଗମ ନିର୍ବାଚନ ଲଢ଼ିଥିଲେ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.