Home ଅପରାଧ ମିଳିଲା ୫୦ ସେକ୍ସ ଗୁଲାମଙ୍କ ଖପୁରୀ!

ମିଳିଲା ୫୦ ସେକ୍ସ ଗୁଲାମଙ୍କ ଖପୁରୀ!

1977

ନୂଆଦିଲ୍ଲୀ:ସିରିୟାରେ ବ୍ରିଟିଶ ସେନାର ସ୍ପେଶାଲ ଏୟାର ସର୍ଭିସ ଟିମକୁ ଆତଙ୍କି ସଙ୍ଗଠନ ଆଇଏସ ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ସୁଡ଼ଙ୍ଗ ଭିତରୁ ୫୦ ମହିଳା ସେକ୍ସ ଗୁଲାମ (ଯୌନ ଦାସୀ)ଙ୍କର ଖପୁରୀ ମିଳିଛି।ମୁଣ୍ଡ/ଖପୁରୀ ଗୁଡ଼ିକ ଏକ ଅଳିଆ ଗଦାରେ ପଡ଼ିଥିଲା।ସିରିୟାର ଡେମୋକ୍ରାଟିକ୍ ଫୋର୍ସ କହିବା ଅନୁଯାୟୀ ସଂପୃକ୍ତ ଅଞ୍ଚଳରେ ଏବେ ୧୦୦୦ ଜିହାଦୀ ଲୁଚି ରହିଥାଇ ପାରନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.