ad
ଅପରାଧ

ମିଳିଲା ୫୦ ସେକ୍ସ ଗୁଲାମଙ୍କ ଖପୁରୀ!

ନୂଆଦିଲ୍ଲୀ:ସିରିୟାରେ ବ୍ରିଟିଶ ସେନାର ସ୍ପେଶାଲ ଏୟାର ସର୍ଭିସ ଟିମକୁ ଆତଙ୍କି ସଙ୍ଗଠନ ଆଇଏସ ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ସୁଡ଼ଙ୍ଗ ଭିତରୁ ୫୦ ମହିଳା ସେକ୍ସ ଗୁଲାମ (ଯୌନ ଦାସୀ)ଙ୍କର ଖପୁରୀ ମିଳିଛି।ମୁଣ୍ଡ/ଖପୁରୀ ଗୁଡ଼ିକ ଏକ ଅଳିଆ ଗଦାରେ ପଡ଼ିଥିଲା।ସିରିୟାର ଡେମୋକ୍ରାଟିକ୍ ଫୋର୍ସ କହିବା ଅନୁଯାୟୀ ସଂପୃକ୍ତ ଅଞ୍ଚଳରେ ଏବେ ୧୦୦୦ ଜିହାଦୀ ଲୁଚି ରହିଥାଇ ପାରନ୍ତି।/ଦେବଦତ୍ତ

Loading...
ad
Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top