Home ଓଡ଼ିଶା ୩ ବର୍ଷ ର ଶିଶୁ ପରିବାର ଲୋକ ଗାଳି ଦେବାରୁ କଲା ବିଷପାନ: ଗୁରୁତର ଅବସ୍ଥାରେ...

୩ ବର୍ଷ ର ଶିଶୁ ପରିବାର ଲୋକ ଗାଳି ଦେବାରୁ କଲା ବିଷପାନ: ଗୁରୁତର ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି

1060

ଟିଟିଲାଗଡ଼ ୨୪-୩ (ଓଡ଼ିଆ ପୁଅ) ଟିଟିଲାଗଡ଼ ଥାନା ଅନ୍ତର୍ଗତ ଦୋରଲୋ ଗ୍ରାମର ଜଣେ ତିନି ବର୍ଷୀୟ ଶିଶୁ ଘରେ କିଛି ବିଷୟରେ ଗାଳି ଦେବାରୁ ରାଗରେ ମାଛି ମରା ଔଷଧ ଖାଇ ଗୁରୁତର ଅବସ୍ଥାରେ ଅଛି। ପ୍ରକାଶ ଯେ ଘରେ କୌଣସି ବିଷୟ ନେଇ ଗାଳି ଦେଇଥିଲେ ଓ ସେ ଅଭିମାନ କରି ଘରେ ଥିବା ମାଛି ମରା ଔଷଧ ଖାଇ ଦେଇ ଥିଲା। ଅବସ୍ଥା ଗୁରୁତର ହେବାରୁ ତୁରନ୍ତ ଟିଟିଲାଗଡ଼ ସରକାରୀ ଉପଖଣ୍ଡ ଚିକିତ୍ସାଳୟ କୁ ପରିବାର ଲୋକେ ଆଣି ଭର୍ତ୍ତି କରିଛନ୍ତି। ଅବସ୍ଥାରେ ଉନ୍ନତି ଆସିଥିବା ବେଳେ ଶିଶୁ ଚିକିତ୍ସିତ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.