Home ଓଡ଼ିଶା ହାତୀ ଆକ୍ରମଣରେ ଜଣେ ଗୁରୁତର

ହାତୀ ଆକ୍ରମଣରେ ଜଣେ ଗୁରୁତର

168

ଖୋର୍ଦ୍ଧା,୦୯/୧୦,(ଓଡ଼ିଆ ପୁଅ ପି ନାଏକ): ପୁଣି ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଥିବା ସୂଚନା ମିଳିଛି । ତେବେ ଖୋର୍ଦ୍ଧା ବନଖଣ୍ଡ ରାମେଶ୍ୱରରେ ଏହା  ହୋଇଥିବା ସୂଚନା ମିଳିଛି । ଦୀର୍ଘ ଦିନ ଧରି ହାତୀପଲ ଆତଙ୍କ ଖେଳାଇ ରଖିଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ହାତୀଟି ଟେକି କଚାଡି ଦେବାରୁ ମା ଗୁରୁତର ହୋଇଛନ୍ତି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.