Home ଆନ୍ତର୍ଜାତୀୟ ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି “ର”?

ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି “ର”?

1713

ଭୁବନେଶ୍ୱର;୧୭,ଅକ୍ଟୋବର:ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରୀସେନା ଭାରତୀୟ ଖୁଫିଆ ସଂସ୍ଥା “ର”(ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ) ଉପରେ ତାଙ୍କର ହତ୍ୟା ଷଡ଼ଯନ୍ତ୍ର କରୁଥିବା ସନ୍ଦେହ କରୁଛନ୍ତି।ସୂଚନା ମୁତାବକ ମଙ୍ଗଳବାର ଦିନ ନିଜ କ୍ୟାବିନେଟର ସପ୍ତାହିକ ବୈଠକରେ ସିରୀସେନା “ର” ଉପରେ ତାଙ୍କର ହତ୍ୟା ଷଡ଼ଯନ୍ତ୍ର କରୁଥିବା ଶଙ୍କା ଜାହିର କରିଥିଲେ।ସିରୀସେନାଙ୍କର ଏପରି ମନ୍ତବ୍ୟ ଭାରତ ଏବଂ ଶ୍ରୀଲଙ୍କା ସଂପର୍କ ଭିତରେ ଗଭୀର ଫାଟ ସୃଷ୍ଟି କରିପାରେ।ମିଳିଥିବା ଖବର ଅନୁଯାୟୀ ସିରୀସେନା କହିଥିଲେ ଯେ ହୁଏତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଷଡ଼ଯନ୍ତ୍ର ବାବଦରେ ଅଜ୍ଞ ଥାଇ ପାରନ୍ତି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.