Home ଓଡ଼ିଶା ଶୂନ ରେଜଲ୍ଟ କରିଥିବା ସ୍କୁଲ ପ୍ରତି ଗ୍ରହଣ କରାଯିବ କଡା ପଦକ୍ଷେପ

ଶୂନ ରେଜଲ୍ଟ କରିଥିବା ସ୍କୁଲ ପ୍ରତି ଗ୍ରହଣ କରାଯିବ କଡା ପଦକ୍ଷେପ

162

ଭୁବନେଶ୍ଵର,୨୮/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):

ମାଟ୍ରିକ୍‌ ପରୀକ୍ଷାରେ ଖରାପ ରେଜଲ୍ଟ କରିଥିବା ସ୍କୁଲ ଗୁଡ଼ିକ ଉପରେ ସରକାରଙ୍କ କଡ଼ା ଆଭିମୁଖ୍ୟ। ଶୂନ ଓ ୫୦ପ୍ରତିଶତରୁ କମ୍‌ ରେଜଲ୍ଟ କରିଥିବା ସ୍କୁଲଗୁଡ଼ିକ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ । ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁଦାନପ୍ରାପ୍ତ ହାଇସ୍କୁଲ ପ୍ରଧାନ ଶିକ୍ଷକଙ୍କ ଦରମା ବୃଦ୍ଧି ବନ୍ଦ ହେବ । ଛାତ୍ରଛାତ୍ରୀ ଫେଲ୍‌ ହୋଇଥିବା ଶିକ୍ଷକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟରେ ଥିବା ସମସ୍ତ ଜିଲ୍ଲା ଡିଇଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ୫୦ପ୍ରତିଶତରୁ କମ୍‌ ପାସ ହାର ଥିବା ହାଇସ୍କୁଲ ଗୁଡିକର ପ୍ରଧାନଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.