Home ଓଡ଼ିଶା ଶତୃ ଶିବିରରେ ଶତୃଘ୍ନ! ଶତୃ ଶିବିରରେ ଏବେ ଦୁଇ ସିହ୍ନା

ଶତୃ ଶିବିରରେ ଶତୃଘ୍ନ! ଶତୃ ଶିବିରରେ ଏବେ ଦୁଇ ସିହ୍ନା

85

ଭୁବନେଶ୍ୱର ୫-୫ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପିର ଅସନ୍ତୁଷ୍ଟ ନେତା ଶତୃଘ୍ନ ସିହ୍ନା ଏବଂ ଯଶବନ୍ତ ସିହ୍ନା ଏବେ ଯାଇ ବିଜେପିର ଶତୃ ଶିବିରରେ। ଉଭୟ ନେତା ଶତୃଘ୍ନ ଏବଂ ଯଶବନ୍ତ ଡିଏମକେ ନେତା ଏମ. କରୁଣାନିଧି ଏବଂ ତାଙ୍କ ପୁଅ ତଥା ଦଳର ଉପମୁଖ୍ୟ ଏମ.କେ ଷ୍ଟାଲିନଙ୍କୁ ଯାଇ ତାଙ୍କ ବାସ ଭବନରେ ସାକ୍ଷାତ କରିଛନ୍ତି। କଂଗ୍ରେସ ସହିତ ସମ୍ଭାବ୍ୟ ମେଣ୍ଟକୁ ନେଇ ଚାଲିଥିବା ଆଲୋଚନା ଉପରେ ପ୍ରତିକ୍ରିୟା ରଖି ବିଜେପିକୁ ତାମିଲନାଡୁ ରାଜନୀତିରୁ ଦୂରେଇ ରଖିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ଷ୍ଟାଲିନ କହିଛନ୍ତି। ଏହି ସାକ୍ଷାତ ପରେ ତାମିଲନାଡୁ ରାଜନୀତିକୁ ନେଇ ବିଭିର୍ଣ୍ଣ କଳ୍ପନା ଜଳ୍ପନା ପ୍ରକାଶ ପାଉଛି। ସୂଚନା ଯୋଗ୍ୟଯେ, ଉଭୟ ଶତୃଘ୍ନ ଏବଂ ଯଶବନ୍ତ କିଛି ଦିନ ହେଲା ବିଜେପି ଉପରେ ଅସନ୍ତୁଷ୍ଟ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.