Home କୋରାପୁଟ ଲକ୍ଷ୍ମିପୁରର ନୂତନ ତହସିଲାଦାରଙ୍କ ଦାୟିତ୍ୱ ଗ୍ରହଣ

ଲକ୍ଷ୍ମିପୁରର ନୂତନ ତହସିଲାଦାରଙ୍କ ଦାୟିତ୍ୱ ଗ୍ରହଣ

73

କୋରାପୁଟ ; ତା୧୨-୦୯-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲାର ଲକ୍ଷ୍ମିପୁର ତହସିଲର ନୂତନ ତହସିଲଦାର ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସହକାରୀ ଜିଲ୍ଲାପାଳ ଏସ.ଇସାକ ମଦାନି ଆଜି ଲକ୍ଷ୍ମିପୁର ତହସିଲର ନୀୁନ ତହସିଲଦାର ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.