Home କୋରାପୁଟ ମିଶନଶକ୍ତି ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

ମିଶନଶକ୍ତି ରଥର ଶୁଭାରମ୍ଭ କଲେ ଜିଲ୍ଲାପାଳ

477

କୋରାପୁଟ ; ତା୦୪-୦୨-୧୯(ଓଡିଆପୁଅ /ରଂଜନ କୁମାର ଦାସ) ମିଶନଶକ୍ତି ବାର୍ତାକୁ ନେଇ ଆସିଥିବା ମିଶନଶକ୍ତି ରଥକୁ କୋରାପୁଟ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।ଏହି ରଥ ୬୦ ଦିନ ପର୍ଯ୍ୟନ୍ତ ଜିଲ୍ଲାର ୧୪ ଟି ବ୍ଲକରେ ବୁଲି ସଚେତନତା କରାଇବ ବୋଲି ଜଣାପଡିଛି ।ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ହରେକୃଷ୍ଣ ପ୍ରଧାନ ,କୋରାପୁଟ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ସୁଷମା ମହାପାତ୍ର ,ଜିଲ୍ଲା ମିଶନଶକ୍ତି ସଂଯୋଜକ ବିନୋଦିନୀ ବେହେରା , ସୁପରଭାଇଜର ସବିତା ସାମଦାର , ମିଶନଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଜୟକୃଷ୍ଣ ମହାପାତ୍ର , କୋରାପୁଟ ବ୍ଲକ ସଂଯୋଜକ ରାଜର୍ଶି ସାହୁ ଓ ଅଙ୍ଗନବାଡି କର୍ମିମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.