Home ଆନ୍ତର୍ଜାତୀୟ ମନ୍ଦିର ପରେ ମସଜିଦ ଦର୍ଶନ କରିବେ ମୋଦୀ

ମନ୍ଦିର ପରେ ମସଜିଦ ଦର୍ଶନ କରିବେ ମୋଦୀ

80

ଭୁବନେଶ୍ୱର/ମସ୍କଟ,୧୨,୦୨,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ):ତ୍ରିଦେଶୀୟ ଗସ୍ତରେ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓମାନରେ ପହଞ୍ଚିଛନ୍ତି।ଏହି ଅବସରରେ ମୋଦୀ ଓମାନର ମସ୍କଟ ସହରରେ ଥିବା ୧୦୦ ବର୍ଷ ପୂରୁଣା ମନ୍ଦିର ଦର୍ଶନ କରିଛନ୍ତି।ଏହା ପରେ ସେ ସୁଲତାନ କବୁସ ମସଜିଦ ଯିବାର କାର୍ଯ୍ୟକର୍ମ ରହିଛି।ଏହା ସହ ମୋଦୀଙ୍କର ଓମାନର ଉପ ପ୍ରଧାନମନ୍ତ୍ରୀ ସୟଦ ଅସଦ ବିନ ଅଲ ସୟଦଙ୍କ ସହ ଆନ୍ତର୍ଜାତିକ ସଂପର୍କ ନେଇ ସାକ୍ଷାତ ଆଲୋଚନା ଏବଂ ବିଜନେସ ସିଇଓଙ୍କ ସହ ବୈଠକ ଅଛି।ରବିବାର ଦିନ ଓମାନ ସହ ଭାରତର ପର୍ଯ୍ୟଟନ,ମିଲଟ୍ରି ଅପରେସନ ସମେତ ୮ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.