Home କୋରାପୁଟ ମଇନାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ପାଳିତ

ମଇନାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ପାଳିତ

102

କୋରାପୁଟ ; ତା୧୧-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ)ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ମଇନାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉସôବ ପାଳିତ ହୋଇଯାଇଛି ।ପ୍ରଧାନଶିକ୍ଷକ ସୁରେନ୍ଦ୍ର ନାଥ ଷଡଙ୍ଗୀଙ୍କ ପରିଚାଳନାରେ ଆୟୋଜିତ ଉସôବରେ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ /ସଦସ୍ୟା ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ ।ଏହି ଅବସରରେ ଆୟୋଜିତ ବିଭିନ୍ନ ପରିତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ସିଆରସିସି ରମେଶ ଚନ୍ଦ୍ର ସାହୁ ଓ ଛାତ୍ରୀ ଟୁନି ପାଙ୍ଗୀ ଯୋଗଦେଇ ମଂଚ ପରିଚାଳନା କରିଥିଲେ ।ଶେଷରେ ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.