Home ଅନୁଗୁଳ ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଭାଲୁ ଆକ୍ରମଣରେ ବୃଦ୍ଧ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

202

ଅନୁଗୁଳ, ୦୪/୧୧, (ଓଡ଼ିଆ ପୁଅ ପି ନାୟକ):ଅନୁଗୁଳୁ ଜିଲ୍ଲା ଛେଣ୍ତିପଦା ବନାଞ୍ଚଳ କାଠପାଳ ଗାଁରେ ଭାଲୁ ଆକ୍ରମଣ ରେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ଯାଦବ ବେହେରା ବୋଲି ଜଣାପଡିଛି। ତେବେ ତାଙ୍କ କହିବା ଅନୁଯାୟୀ, ସେ ଆଜି ସକାଳେ ଘରପାଖ ଗାଁ ରାସ୍ତାରେ ଶୌଚ ହେବାକୁ ଯାଉଥିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଥିଲେ। ପରେ ତାଙ୍କୁ ୧୦୮ ଜରିଆରେ ଛେଣ୍ତିପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଭାଲୁ ଆକ୍ରମଣରେ ତାଙ୍କର ୨ ଗୋଡରେ ଗଭୀର ଆଘାତ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.