Home ଓଡ଼ିଶା ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

104

କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।ଜୟପୁର ବ୍ଲକ ଅନ୍ତର୍ଗତ ଛାତଡିପୁଟ ଗ୍ରାମରଯୁଧିଷ୍ଠିର ପେଣ୍ଢିଆ ନିଜ ଜମିକୁ ସକାଳେ ଯାଇଥିବା ବେଳେ ୩ ଟି ବଡ ଭାଲୁ ଆକ୍ରମଣ କରିଥିଲେ।ଗୁରୁତର ଆହତ ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ପରିବାର ଲୋକେ ଭର୍ତି କରିଥିଲେ।ସେଠାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରି କରାଯାଇଥିଲା। ଯୁଧିଷ୍ଠିର ର ଅଂଟା, ପିଠି ଓ ହାତକୁ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.