Home ଓଡ଼ିଶା ଭାରସାମ୍ୟ ହରେଇ କାର ଓଲଟିଲା ଅଳ୍ପକେ ବର୍ତିଲେ ମାଳିକ

ଭାରସାମ୍ୟ ହରେଇ କାର ଓଲଟିଲା ଅଳ୍ପକେ ବର୍ତିଲେ ମାଳିକ

285

କୋଲାବିରା, ୧୩।୨(ଓଡିଆ ପୁଅ/ନିଶିତ ବହିଦାର) ସମାସିଂହା-ବଡବାହାଲ ମଝି ଗିରଙ୍ଗିଲା ନାଲା ନିକଟରେ ଏକ ପ୍ରାଇଭେଟ କାର ଓଆର୨୩ଜି୨୨୨୨ ଭାରସାମ୍ୟ ହରେଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ସମାସିଂହା ଗ୍ରାମର ନିବାସି ତଥା ସାମାସିଂହା ସେବାସମବାୟ ସମିତିର ସମ୍ପାଦକ ସୁବାଷ ପଟେଲ ଲଇକେରାରୁ କାମ ସାରି ସାମାସିଂହା କୁ ଫେରିବା ସମୟରେ ଅପରାହ୍ନ ୪ଟା ସମୟରେ ଗିରଙ୍ଗଲିଲା ନିକଟରେ ଭାରସାମ୍ୟ ହରେ ରାସ୍ତାକଡର ପୋଲ ଗୁଡିକ ସହିତ ବାଡେଇ ହୋଇ ରାସ୍ତାକଡକୁ ଓଲଟି ପଡିଥିଲା। ଦୁର୍ଘଟଣା ଯୋଗୁଁ କାରଟି ଭାଙ୍ଗି ଚୁରମାର ହୋଇଯାଇଥିବା ବେଳେ ଗାଡି ମାଳିକ ସୁବାଷ ଅଳ୍ପକେ ବର୍ତିଯାଇଥିଲେ। ସୁବାଷ ସାମାନ୍ୟ ଆହତ ହୋଇଥିବା ବେଲେ ତାଙ୍କର କୈାଣସି ପ୍ରକାର କ୍ଷୟକ୍ଷତି ହୋଇନାହିଁ। ତେବେ କାରର ବହୁତ କ୍ଷତି ହୋଇଥିବା ଦେଖିବାକୁ ମିଲିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.