Home କେନ୍ଦୁଝର ଭାରତୀୟ ଜନତା ପାର୍ଟି ତରଫରୁ ଫଶିରହିଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ

ଭାରତୀୟ ଜନତା ପାର୍ଟି ତରଫରୁ ଫଶିରହିଥିବା ବାହାର ରାଜ୍ୟର ଶ୍ରମିକଙ୍କୁ ଖାଦ୍ୟ ବଣ୍ଟନ

254

ବଡ଼ବିଲ ,ତା ୦୫ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) ମହାମାରୀ କରୋନା ମୁକାବିଲାରେ ଲକ୍ ଡାଉନ୍ ସମୟରେ ପଶ୍ଚିମବଙ୍ଗର ୨୮ଜଣ ଓ ବିହାରର ୧୨ଜଣ ଶ୍ରମିକ କାମ ବନ୍ଦ ହୋଇଯିବାରୁ ଖାଇବା ପିଇବାରେ ଅନେକ ଅସୁବିଧା ହୋଉଥିଲା । ଘଟଣାକୁ ନେଇ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଅଶୁଂମାନ ସବୁଜ ମହାନ୍ତ ବର୍ମା କୌଣସି ସୁତ୍ରରୁ ଖବର ପାଇଥିଲେ । ସେ ଘଟଣା ସମ୍ପର୍କରେ ବଡ଼ବିଲ ମଣ୍ଡଳର ଉପସଭାପତି ଦିଲୁ ସ୍ଵାମୀଙ୍କୁ ଖବର ଦେଇଥିଲେ । ଦିଲୁ ସ୍ଵାମୀ ସେମାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ । କେନ୍ଦୁଝର ଜିଲ୍ଲାର ଗରିବ, ଶ୍ରମିକ ଓ ଅସହାୟ ଲୋକମାନଙ୍କ ସୁଖ ଦୁଃଖ ବୁଝିପାରୁଥିବାରୁ ବଡ଼ବିଲ ମଣ୍ଡଳର ଉପସଭାପତି ଦିଲୁ ସ୍ୱାମୀଙ୍କୁ ଭାରତୀୟ ଜନତା ପାର୍ଟି ତରଫରୁ ଧନ୍ୟବାଦ ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.