Home ଆମ ପର୍ବ ପର୍ବାଣୀ ବିଭିନ୍ନ ସ୍ଥାନରେ ମା ବାଗଦେବୀଙ୍କ ପୁଜା ଆରାଧନା

ବିଭିନ୍ନ ସ୍ଥାନରେ ମା ବାଗଦେବୀଙ୍କ ପୁଜା ଆରାଧନା

161

ଯାଜପୁର ୩୦ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲା ପାଣିକୋଇଲିର ବିଭିନ୍ନ ସ୍ଥାନରେ ବିଦ୍ୟାଦାୟିନୀ ମା ବାଗଦେବୀଙ୍କ ପୂଜା ଆରାଧନା ମହା ସମାରୋହରେ ପାଳିତ ହୋଇଯାଇଛି । ପାଣିକୋଇଲିର ସରସ୍ୱତୀ ମାର୍କେଟ, କୋରାଇ ରୋଡ଼, ପାଣିକୋଇଲି ନୋଡ଼ାଲ ହାଇସ୍କୁଲ, ମା ତାରିଣୀ ବାଳିକା ଉଚ୍ଚବିଦ୍ୟାଳୟ, ମା ତାରିଣୀ ମହାବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ,

 

ସୁବାଷ ବୋଷ ଇଂରାଜୀ ମିଡ଼ିୟମ ସ୍କୁଲ, ସ୍ୱାମୀ ବିବେକାନନ୍ଦ ଇଂରାଜୀ ମିଡ଼ିୟମ ସ୍କୁଲ, ଓଚିନ୍ଦା ୟୁଜିଏମଇ ସ୍ମୁଲ, ଶ୍ରୀ ଅରବିନ୍ଦ ଶିକ୍ଷା କେନ୍ଦ୍ର, ମହମ୍ମଦ ଜମାଲ ପୁର ପ୍ରକଳ୍ପ ବିଦ୍ୟାଳୟ, ବିଦ୍ୟା ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ, ବିଦ୍ୟାର୍ଥି ଆବାସିକ ହାଇସ୍କୁଲ, ବାଲିପଶି ପ୍ରକଳ୍ପ ବିଦ୍ୟାଳୟ, ବ୍ରଜନଗର ସରସ୍ୱତୀ ପୂଜା କମିଟି ସମେତ ବିଭିନ୍ନ ଛକ ବଜାର, ବ୍ୟବସାୟ ପ୍ରତିଷ୍ଠାନ ଆଦି ସ୍ଥାନରେ ମାଙ୍କର ପୁଜାର୍ଚ୍ଚନା କରାଯାଇଛି । ବିଭିନ୍ନ ସ୍ଥାନରେ ସୁସଜ୍ଜିକ ଆଲୋକ ମାଳା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.