Home Top News ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା

ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ତାଲିକା ଘୋଷଣା

109

ଭୁବନେଶ୍ୱର ୨୪/୦୮ (ଓଡ଼ିଆ ପୁଅ) : ଦଳୀୟ ସଂଗଠନକୁ ଆହୁରି ସୁଦୃଢ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନକ୍ରମେ ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଶ୍ରୀମତି ସ୍ମୃତି ପଟ୍ଟନାୟକ ୩୬ଟି ସାଂଗଠାନିକ ଜିଲ୍ଲା ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛନ୍ତି।ଅନୁଗୁଳ – ସୁଷମାରାଣୀ ବିଶ୍ୱାଳ; ବାଲେଶ୍ୱର – ନିରୋଜ ନଳିନୀ ମହାଳିକ; ବରଗଡ – ସବିତା ନନ୍ଦ; ଭଦ୍ରକ – ଶୋଭନା ମହାନ୍ତି; ଭୁବନେଶ୍ୱର – ପ୍ରତିଭା ଶତପଥୀ; ବଲାଙ୍ଗୀର – ମୁକ୍ତା ସାହୁ; ବୌଦ୍ଧ – ଇତିଶ୍ରୀ ଜେନା; କଟକ ନଗର – କାନନବାଳା ପଟ୍ଟନାୟକ; କଟକ ସଦର – ମାନସୀ ହରିଚନ୍ଦନ; ଦେବଗଡ – ସଂଘମିତ୍ରା ପ୍ରଧାନ; ଢେଙ୍କାନାଳ – ଗୀତାରାଣୀ ଦାସ; ଗଜପତି – ମୀନା ଦ୍ୟାନସାମନ୍ତରାୟ; ଗଞ୍ଜାମ – ଅପର୍ଣା ଧୀର ସିଂହ; ଘୁମୁସୁର – କସ୍ତୁରୀ ମିଶ୍ର; ଜଗତସିଂହପୁର – ସୁମତି ଦେ; ଯାଜପୁର – ମନସ୍ମିତା ଖୁଂଟିଆ; ଝାରସୁଗୁଡା – କଳ୍ପନା ଲେଙ୍କା; କଳାହାଣ୍ଡି – ଅର୍ଚ୍ଚନା ପ୍ରଧାନ; କନ୍ଧମାଳ – ରଶ୍ମିମୟୀ ପଟ୍ଟନାୟକ; କେନ୍ଦ୍ରାପଡା – ଜୟଲକ୍ଷ୍ମୀ ମହାନ୍ତି; କେନ୍ଦୁଝର – ଲକ୍ଷ୍ମୀ ସାହୁ; ଖୋର୍ଦ୍ଧା – ନିୟତି ଗିରି; କୋରାପୁଟ – ସୁଭାଷିନୀ ପଟ୍ଟନାୟକ; ମାଲକାନଗିରି – ସୁରଭି ପାଣି; ବାରିପଦା (ମୟୁରଭଞ୍ଜ) – ରଶ୍ମି ରେଖା ଦାସ; ରାଇରଙ୍ଗପୁର (ମୟୁରଭଞ୍ଜ) – କୌଶଲ୍ୟା ନାୟକ; ନବରଙ୍ଗପୁର – ପୂର୍ଣ୍ଣିମା ନାୟକ; ନୟାଗଡ – ସଙ୍ଗୀତ ଦାସ; ନୂଆପଡା – ରଞ୍ଜିତା ପାଣିଗ୍ରାହୀ; ପୁରୀ – ସୁଭାଷିନୀ ପୃଷ୍ଟି; ରାୟଗଡା – ବବିତା ପାତ୍ର; ସମ୍ବଲପୁର – ପ୍ରତିମା ମିଶ୍ର; ସୁବର୍ଣ୍ଣପୁର – କୁନ୍ତୀ ପାଲ; ସୁନ୍ଦରଗଡ – ମୀନା ସରାଫ; ବଣେଇ (ସୁନ୍ଦରଗଡ)- ପ୍ରମିଳା ଦାସ ଓ ପାନପୋଷ (ସୁନ୍ଦରଗଡ) – ରୋଜାଲିନ ଦାସଙ୍କୁ ଜିଲ୍ଲା ପ୍ରଭାରୀ ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି ବୋଲି ରାଜ୍ୟ ସଭାନେତ୍ରୀ ଶ୍ରୀମତି ପଟ୍ଟନାୟକ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.