Home ଓଡ଼ିଶା ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ:ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷା

ବିଜେପି ମହିଳା ମୋର୍ଚ୍ଚାର ସାଙ୍ଗଠନିକ ବୈଠକ:ଓଡ଼ିଶା ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷା

73

ଭୁବନେଶ୍ୱର;୨୪, ଅଗଷ୍ଟ (ଓଡ଼ିଆ ପୁଅ):ଚଳିତ ମାସ ୩୦/୩୧ ତାରିଖରେ ବିଜେପି ମହିଳା ମୋର୍ଚ୍ଚାର ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହେବ।ଏଥିରେ ଯୋଗ ଦେବା ପାଇଁ ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷା ବିଜୟା ରହାତକର ଓଡ଼ିଶା ଆସିବେ ବୋଲି ଜଣାପଡ଼ିଛି।ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ସଭାପତିତ୍ୱରେ ହେବାକୁ ଥିବା ସାଙ୍ଗଠନିକ ବୈଠକରେ ମହିଳା ମୋର୍ଚ୍ଚାର ରାଜ୍ୟର ସମସ୍ତ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା, ସମସ୍ତ ଜିଲ୍ଲାର ସଭାନେତ୍ରୀ ଏବଂ ସାଧାରଣ ସମ୍ପାଦିକା, ସମସ୍ତ ମଣ୍ଡଳର ସଭାନେତ୍ରୀ, ବିଭିର୍ଣ୍ଣ ଜିଲ୍ଲାର ପ୍ରଭାରୀ, ସଂସଦୀୟ ଏବଂ ବିଧାନସଭା କ୍ଷେତ୍ର ସଂଯୋଜିକା ମାନେ ଉପସ୍ଥିତ ରହିବେ।ବୈଠକକୁ ଉପେକ୍ଷିତ ଥିବା କାର୍ଯ୍ୟକର୍ତ୍ତାଙ୍କ ସୂଚୀରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୋଲି ଜଣାପଡ଼ୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.