Home ଭୁବନେଶ୍ୱର ବିଜେପି ମହିଳା ମୋର୍ଚ୍ଚାର ଦୀପଦାନ

ବିଜେପି ମହିଳା ମୋର୍ଚ୍ଚାର ଦୀପଦାନ

91

ଭୁବନେଶ୍ୱର:(ଓଡ଼ିଆ ପୁଅ):ରତ୍ନଭଣ୍ଡାର ଚାବି ହଜିବା ଠାରୁ ଆରମ୍ଭ କରି ବ୍ରହ୍ମ ବିଭ୍ରାଟ ପରି ଶ୍ରୀମନ୍ଦିରେ ଅନେକ ବିଭ୍ରାଟ ଘଟୁଥିବା ବେଳେ ରାଜ୍ୟ ସରକାରଙ୍କର ଅପାରଗତାକୁ ବିରୋଧ କରି ବିଜେପି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ମହିଳା ମୋର୍ଚ୍ଚା ପକ୍ଷରୁ ଦୀପଦାନ କାର୍ଯ୍ୟକ୍ରମ କରାଯାଇଛି।ଜଗମରା ସ୍ଥିତ ଜଗନ୍ନାଥ ମନ୍ଦିରରେ ମହିଳା ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ମାନେ ଦୀପଦାନ କରିଛନ୍ତି।ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ପ୍ରିୟଦର୍ଶିନୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାନନବାଳା ପଟ୍ଟନାୟକ,ବନ୍ଦନା ଦାସ କାନୁନଗୋ,କ୍ରିଷ୍ଣାପ୍ରିୟା ମିଶ୍ର, ଛବି ସ୍ୱାଇଁ,ପଦ୍ମାବତୀ ଜେନା,ଶଶୀପ୍ରଭା ରଥ,ମିଲି ରଣା,ସୁବାସିନୀ ପୃଷ୍ଟି,ନିଲୁ ସାହୁ,ରଶ୍ମିତା ମହାନ୍ତି,ବିନତି ଜେନା, ମମତା ଦାସ,ବନଜା ବାସିନୀ, ରତ୍ନମଣି ବିଶ୍ୱାଳ ପ୍ରମୁଖ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.