Home ଜିଲ୍ଲା ପରିକ୍ରମା ବସ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହି ଗୁରତର

ବସ ବାଇକ ମୁହାଁ ମୁହିଁ ଧକ୍କା ବାଇକ ଆରୋହି ଗୁରତର

106

ମାଲକାନଗିରି,୧୩ା୧୨(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାସଦର ମହକୁମା ଠାରୁ ଏସବିଏମଏସ ନାମକ ଏକ ଘରୋଇ ବସ ଜୟପୁର ଅଭିମୁଖେ  ଯାଉଥିବା ବେଳେ ପାଙ୍ଗାମ ଠାରେ ଏକ ବାଇକ ସହିତ ମୁହାଁ ମୁହିଁ ଧକ୍କାଲାଗି ବାଇକ ଆରୋହି ଗୁରୁତର ଭାବେ ଆହତ ହୋଇଛନ୍ତି ।ଆଜି ଅପରାହ୍ନରେ ମାଥିଲି ଥାନାସ୍ଥ କୁଟନିପାଲି ଗ୍ରାମର  ଜଗବନ୍ଧୁପୁଟିଆ(୩୦) ନାମକ ଯୁବକ ଏକ ବାଇକ ଯୋଗେ ପାଙ୍ଗାମକୁ ଆସୁଥିବା ସମୟରେ ମାଲକାନଗିରି ରୁ ଯାଉଥିବା ଏସବିଏମଏସ ବସଟି ସହ  ବାଇକ ମୁହାଁ ମୁହିଁ ଧକ୍କାଲାଗିଥିଲା , ବାଇକ ଆରୋହି ରାସ୍ତାରେ ଛିଟିକି ପଡ ଗୁରୁତର ଭାବେ ଆହତ ହୋଇଥିଲେ ,। ଗାଡି ଚାଳକ ହଟାତ ବ୍ରେକ ମାରିଦେବାରୁ ବାଇକ ଆରୋହି କେବଳ ଆହତ ହୋଇଛନ୍ତି , ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରି ମାଥିଲି ଚିକିତ୍ସାଳୟକୁନେଇ ଚିକିତ୍ସା କରିଥିଲେ । ଘଟଣାସ୍ଥଳରେ ମାଥିଲି ଥାନା ପୁଲିସ ପହଁଚି ବସ ଓ ବାଇକକୁ ଜବତକରି ତଦନ୍ତ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.