Home ଜିଲ୍ଲା ପରିକ୍ରମା ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

ବଜ୍ରପାତରେ ଜଣେ ମୃତ, ଜଣେ ଗୁରୁତର

26

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ତୁହାକୁ ତୁହା ବର୍ଷା ଓ ବଜ୍ରପାତ ଜନ ଜୀବନକୁ ବିପର୍ଯ୍ୟସ୍ତ କରିଥିବାବେଳେ ଆଗରପଡା ନିକଟସ୍ଥ ସୋସୋ ଗ୍ରାମର ଜଣେ ଚାଷୀର ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ଗ୍ରାମର ନାଥ ଜେନା (୫୫)ଙ୍କର ବଜ୍ରପାତରେ ମୃତ୍ୟୁ ଘଟିଥିବାବେଳେ ବିଶ୍ୱନାଥ ଦାସ (୩୪) ଗୁରୁତର ହୋଇ ଆଗରପଡା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.