Home ଜିଲ୍ଲା ପରିକ୍ରମା ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ସେସୁର ରକ୍ତଦାନ ଶିବିର

ଫ୍ରେଣ୍ଡସ ହେଲ୍ପ ଗ୍ରୁପ ଓ ସେସୁର ରକ୍ତଦାନ ଶିବିର

322

ନୟାଗଡ଼, ୯ା୧ (ଓଡ଼ିଆ ପୁଅ) : ଶରଣକୁଳ ଫ୍ରେଣ୍ଡସ୍ ହେଲ୍ପ ଗ୍ରୁପ ଓ ସେସୁର ମିଳିତ ସହଯୋଗରେ ବୁଧବାର ଶରଣକୁଳ ବିଦ୍ୟୁତ କାର୍ଯ୍ୟାଳୟ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହାକୁ ସେସୁର ବିଦ୍ୟୁତ ବିଭାଗ ନିର୍ବାହୀ ଯନ୍ତ୍ରୀ ଇଂ ସୁଜିତ କୁମାର ସାହୁ ଉଦ୍ ଘାଟନ କରିଥିବାବେଳେ ସେସୁର କନିଷ୍ଠ ଯନ୍ତ୍ରୀ ଓ କର୍ମଚାରୀମାନେ ଓ ଫ୍ରେଣ୍ଡସ୍ ହେଲ୍ପ ଗ୍ରୁପର ସଦସ୍ୟମାନେ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକୁ ସଂପାଦନା କରିଥିଲେ। ଏହି ଶିବିରରୁ ୪୧ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.