Home କେନ୍ଦୁଝର ପ୍ରେମିକାକୁ ମିଥ୍ୟ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

ପ୍ରେମିକାକୁ ମିଥ୍ୟ ପ୍ରତିଶୃତି ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଯୁବକ ଗିରଫ

75

ଘଟଗାଁ ,୮/୦୨(ଓଡିଆ ପୁଅ/ଭବାନୀ ପ୍ରସାଦ)- କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ବାଟହରିଚନ୍ଦନପୁର ଗ୍ରାମର ଅଖିଳ ତଙ୍ଗରିଆଙ୍କ ଝୀଅଙ୍କ ସହ ବଡଜାମୁପଶୀ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାଳେଇ ନାମକ ଯୁବକଙ୍କ ସହ ଦିର୍ଘ ଏକ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ପୂର୍ଣଚନ୍ଦ୍ର ଜୈନିକ ଯୁବତୀକୁ ବିବାହର ପ୍ରତିଶୃତି ତାଙ୍କ ଘରୁ ନେଇ ପଳାଇଥିଲେ ଓ ତାଙ୍କୁ ଦୁଷ୍କର୍ମ କରିବା ପରେ ଛାଡି ଚାଲିଥିଲେ । ଏବିଷୟରେ ଯୁବତୀ ଜଣକ ନିଜ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଘଟଗାଁ ଥାନାରେ ଏତଲା ଦେଇଥିଲେ । ଏତଲାକୁ ଭିତିକରି ପୋଲିସ ତଦନ୍ତ କରିବା ପରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ କୋଟଚାଲାଣ କରାଯାଇଛି ବୋଲି ଘଟଗାଁ ଏସଡିପିଓ ଏସ ଟପୋ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.