Home ଓଡ଼ିଶା ପୁରୀ ସଦର ମହକୁମା ଚିକିତ୍ସାଳୟର ଆଇସିୟୁ ସିଲ୍ ହେଲା

ପୁରୀ ସଦର ମହକୁମା ଚିକିତ୍ସାଳୟର ଆଇସିୟୁ ସିଲ୍ ହେଲା

60

ପୁରୀ ୨୫-୦୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଜଣେ କୋରନା ପଜେଟିଭ୍ ଆକ୍ରାନ୍ତ ରୋଗୀ ଆଇ-ସି-ୟୁରେ ଚିକିତ୍ସାଧୀନ ଥିବା ଜଣାପଡିବା ପରେ ଆଇ-ସି-ୟୁ- କୁ ସିଲ୍ କରିଦିଆ ଯାଇଛି। ପୁରୀ ସଦର ମହକୁମା ଚିକିତ୍ସାଳୟର ୫ଜଣ ଡାକ୍ତର ଓ କର୍ମଚାରୀ କ୍ୱାରେନଟାଇନ୍ କୁ ଯିବା ପରେ ଚିକିତ୍ସାଳୟରେ ଚିକିତ୍ସା ବାଧାପ୍ରାପ୍ତ ହେବାର ଆଶା କରାଯାଉଛି। ଏଠାରେ ଚିକିତ୍ସାଧୀନ ଥିବା ରୋଗୀଙ୍କୁ ସଂକ୍ରାମକ ରୋଗ ଚିକିତ୍ସାଳୟକୁ ସ୍ଥାନାନ୍ତରୀତ କରିଦିଆଯାଇଛି। ଅନ୍ୟ ଡାକ୍ତରମାନେ ମଧ୍ୟ ସଦରମହକୁମା ଚିକିତ୍ସାଳୟରେ ରୋଗୀ ଚିକିତ୍ସା କରୁଥିବା ଜଣାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.