Home ଓଡ଼ିଶା ପତ୍ନୀଙ୍କ ସ୍ମୃତିରେ ମିନି ତାଜମହଲ କରୁଥିବା ବ୍ୟକ୍ତି ଦୁର୍ଘଟଣାରେ ମୃତ

ପତ୍ନୀଙ୍କ ସ୍ମୃତିରେ ମିନି ତାଜମହଲ କରୁଥିବା ବ୍ୟକ୍ତି ଦୁର୍ଘଟଣାରେ ମୃତ

1102

ବୁନ୍ଦେଲଖଣ୍ଡ:ନିଜ ଦିବ୍ୟଂଗତ ପତ୍ନୀଙ୍କ ସ୍ମୃତିରେ ମିନି ତାଜମହଲ କରୁଥିବା ବ୍ୟକ୍ତିଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି।ଉତ୍ତରପ୍ରଦେଶ ବୁନ୍ଦେଲଖଣ୍ଡ ଅଞ୍ଚଳର ଫୈଜୁଲ ହସନ କାଦରୀ ତାଙ୍କ ଦିବ୍ୟଂଗତ ପତ୍ନୀଙ୍କ ସ୍ମୃତିରେ ଏକ ମିନି ତାଜମହଲ ତିଆରି କରି ଆଖପାଖ ଅଞ୍ଚଳରେ ଖୁବ୍ ପରିଚିତ ହୋଇ ଯାଇଥିଲେ।କାଦରୀଙ୍କ ପତ୍ନୀ ଗଳାରେ କ୍ୟାନସର କାରଣରୁ ୨୦୧୧ ମସିହାରେ ୫୭ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିଲେ।ତାଙ୍କର କୌଣସି ସନ୍ତାନ ସନ୍ତତି ନଥିଲେ।ସେ ତାଙ୍କ ପତ୍ନୀଙ୍କ ଶରୀରକୁ ନିଜେ କରିଥିବା ଘରେ ହିଁ କବର ଦେଇଥିଲେ।ଏବଂ ତାକୁ ଛୋଟ ତାଜମହଲ ପରି ତିଆରି କରିଥିଲେ।ଏବେ କିନ୍ତୁ ଏକ ସଡ଼କ ଦୁର୍ଘଟଣାରେ କାଦରୀଙ୍କର ୮୩ ବର୍ଷ ବୟସରେ ମୃତ୍ୟୁ ଘଟିଛି।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.