Home ଓଡ଼ିଶା ନବରଙ୍ଗପୁର ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ; କୋରାପୁଟରେ ଜଣେ ମୃତ

ନବରଙ୍ଗପୁର ଆମ୍ବ ଟାକୁଆ ଖାଇ ମୃତ୍ୟୁ ଘଟଣା ; କୋରାପୁଟରେ ଜଣେ ମୃତ

99

କୋରାପୁଟ ;ତା୨୧-୦୮-୧୮(ଓଡିଆପୁଅ /ରଂଜନ କୁମାର ଦାସ) ନବରଙ୍ଗପୁର ଜିଲାର ଆମ୍ବ ଟାକୁଆ ଖାଇ ଗୁରୁଚର ଥିବା ପ୍ରମିଳା ସାଉନ୍ତାଙ୍କର କୋରାପୁଟ ଏସଏଲଏନ ମେଡିକାଲ କଲେଜରେ ମୃତ୍ୟୁ ହୋଇଛି। ପ୍ରମିଳାଙ୍କ ମୃତ୍ୟୁ ପରେ ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି ପାଇଛି। ନବରଂଗପୁର ଜିଲା ଝରିଗାରେ କିଛି ଲୋକ ରବିବାର ଆମ୍ବ ଟାକୁଆ ଖାଇ ଅସୁସ୍ଥ ହୋଇଥିଲେ। ସେମାନଙ୍କୁ ନବରଂଗପୁର ଜିଲା ମୁଖୟ ହସ୍ପିଟାଲରେ ଭର୍ତି କରା ଯାଇଥିବାବେଲେ ସଠୋରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ଗୁରୁତର ଅବସ୍ଥାରେ ପ୍ରମିଳା ସାଉଁନ୍ତା ଓ ପ୍ରକାଶ ସାଉନତାଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଆଜି ଅପରାହ୍ନରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରମିଳା ପ୍ରାଣ ହରାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.