Home ଓଡ଼ିଶା ଦଳ ବିରୋଧି କାର୍ଯ୍ୟ ପାଇଁ ବଡମ୍ବା-ନରସିଂହପୁରର ସୁରେନ୍ଦ୍ର ନନ୍ଦଙ୍କୁ କଂଗ୍ରେସ ଦଳରୁ ନିଳମ୍ବିତ

ଦଳ ବିରୋଧି କାର୍ଯ୍ୟ ପାଇଁ ବଡମ୍ବା-ନରସିଂହପୁରର ସୁରେନ୍ଦ୍ର ନନ୍ଦଙ୍କୁ କଂଗ୍ରେସ ଦଳରୁ ନିଳମ୍ବିତ

604

ଭୁବନେଶ୍ୱର ୨୦.୪ (ଓଡ଼ିଆ ପୁଅ) – ଦଳ ବିରୋଧି କାର୍ଯ୍ୟ ପାଇଁ ବଡମ୍ବା-ନରସିଂହପୁର ନିର୍ବାଚନ ମଣ୍ଡଳୀର ୨୯ ନମ୍ବର ଜୋନ୍ କଂଗ୍ରେସ ସଭାପତି ଶ୍ରୀ ପ୍ରଦୀପ୍ତ ଧଳ, ଅଖିଳ ପଣ୍ଡା ଓ ଉକ୍ତ ନିର୍ବାଚନ ମଣ୍ଡଳୀର ପୂର୍ବତନ କଂଗ୍ରେସ ପ୍ରାର୍ଥୀ ସୁରେନ୍ଦ୍ର କୁମାର ନନ୍ଦଙ୍କୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ନିଲମ୍ବନ କରିଛନ୍ତି ବୋଲି ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରଦେଶ କଂଗ୍ରେସ ଉପସଭାପତି ଡଃ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.