Home ଓଡ଼ିଶା ଥାନା ଭିତରେ ମହିଳାଙ୍କୁ ମାଡ଼!

ଥାନା ଭିତରେ ମହିଳାଙ୍କୁ ମାଡ଼!

120

ଭୁବନେଶ୍ୱର ୮ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଜ୍ୟରେ ମହିଳା ସମ୍ମାନ, ନାରୀ ସୁରକ୍ଷା ପାଇଁ ଗତ କାଲି ଭୁବନେଶ୍ୱର ଲୋଏର ପିଏମଜିରେ ବିଜେପି ମହିଳା ମୋର୍ଚ୍ଚା କରୁଥିଲା ବିକ୍ଷୋଭ। ନେତୃତ୍ୱ ନେଇଥିଲେ ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ା। କିନ୍ତୁ କାଲି ହିଁ ପ୍ରଭାତୀଙ୍କ ନିର୍ବାଚନ ମଣ୍ଡଳୀ କ୍ଷେତ୍ର ନିମାପଡ଼ାରେ ଜଣେ ମହିଳା ହେଉଥିଲେ ନିର୍ଯାତନାର ଶିକାର। ନିମାପଡ଼ାର ପୁଲିସ IIC କାଲି ଜଣେ ମହିଳାଙ୍କୁ ରାତି ୧୧ଟାରେ ନେଇ ଥାନା ଭିତରେ ବାଡଉଥିଲେ। ଦେଖନ୍ତୁ ସୋସିଆଲ ମିଡିଆରେ ଭାଇରାଲ ଏକ ଭିଡିଓରେ ସଂପୃକ୍ତ ମହିଳା ଜଣଙ୍କ କ’ଣ କହୁଛନ୍ତି…

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.