Home କନ୍ଧମାଳ ଜାତୀୟ ବିଜ୍ଞାନ ଦିବସ

ଜାତୀୟ ବିଜ୍ଞାନ ଦିବସ

340

ବାଲିଗୁଡା ୨୯/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) – ବାଲିଗୁଡାର ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଲିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ପ୍ରଭାତ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ହଳଧର ନାୟକ ଯୋଗ ଦେଇ ବୈଜ୍ଞାନିକ ମନ ଭାବରେ ଉଦ୍ରେକ କରିବା ଏବଂ ପ୍ରତ୍ୟେକ ଜିନିଷକୁ ଗଭୀର ଅନୁଷିଳନ କରିବା।

ମଂଚ ପରିଚାଳନା ଦଣ୍ଡପାଣି ପ୍ରଧାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆନ୍ତଃ-ସଦନ କୁଇଜ ପ୍ରତିଯୋଗିତା କରାଯାଇଥିଲା।

ଏଥିରେ ପ୍ରଥମ ସୁବର୍ଣ୍ଣ ରେଖା ସଦନ, ଦ୍ୱିତୀୟ ମହାନଦୀ ସଦନ, ତୃତୀୟ ବଂଶଧାର ସଦନ ହୋଇଥିବା ବେଳେ ସାନ୍ତନା ମୁଳକ ବ୍ରାହ୍ମଣ ସଦନ ହୋଇଥଲେ। ଶେଷରେ ଉମେଶ କୁମାର ରଥ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.