Home କୋରାପୁଟ କୋରାପୁଟ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ଗୁରୁଦିବସ ମହାସମାରୋହରେ ପାଳିତ

କୋରାପୁଟ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ଗୁରୁଦିବସ ମହାସମାରୋହରେ ପାଳିତ

131

କୋରାପୁଟ ; ତା୦୫-୦୯-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ସହରର ବିଭିନ୍ନ ସ୍କୁଲ ଓ କଲେଜରେ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି ।ସ୍ଥାନୀୟ ପୂଜାରୀପୁଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ପୋଲିସ ପ୍ରାଥମିକ ବିଦ୍ୟାଳୟ , ପୋଲିସ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଏକ୍ସବୋର୍ଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର , ବନଭାରତୀ ବିଦ୍ୟାପୀଠ ,ଟାଲେଟଂ କଲେଜ , ବିଜ୍ଞାନ ଇଣ୍ଡରନ୍ୟାସନାଲ କଲେଜ , କୋରାପୁଟ ମହିଳା କଲେଜ ଓ କୋରାପୁଟ ସରକାରୀ କଲେଜଠାରେ ଛାତ୍ରଛାତ୍ରୀମାନେ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କୁ କଲମ ଉପହାର ଦେବା ସହ କେକ କାଟି ଗୁରୁଦିବସ ପାଳନ କରିଥିଲେ ।ଗୁରୁଦିବସ ସଂପର୍କରେ ଛାତ୍ରଛାତ୍ରୀମାନେ ଆଲୋକପାତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.