Home କୋରାପୁଟ କୋରାପୁଟ ମ୍ୟୁନସିପାଲଟିରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

କୋରାପୁଟ ମ୍ୟୁନସିପାଲଟିରେ ବିଜେପିର ଜନ ପରାମର୍ଶ ପଦଯାତ୍ରା

130

କୋରାପୁଟ ; ତା୨୭-୧୧-୧୮(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ମ୍ୟୁନସିପାଲଟିରେ ନଗର ବିଜେପିର ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ମ୍ୟୁନସିପାଲଟିର ଓାର୍ଡ ଗୁଡିକରେ ରାଜ୍ୟ ସରକାରଙ୍କ ବିଭିନ୍ନ ଦୁର୍ନିତି ଓ କେନ୍ଦ୍ର ସରକାରଙ୍କ ସଫଳତା ସଂପର୍କରେ ଲୋକମାନଙ୍କୁ ସଚେତନତା କରାଯାଇଥିଲା ବୋଲି ନଗର ସଭାପତି ଜି .ସଂଜିବ କୁମାର ପ୍ରକାଶ କରିଥିଲେ ।ଏହି ପଦଯାତ୍ରାରେ ସଂପାଦକ ସନ୍ତୋଷ ଦାସ , ଉପସଭାପତି ସିଦ୍ଧାର୍ଥ ମୁଦୁଲି , ଯୁବ ସଭାପତି ସୁରେଶ ବାଘ , ଘନଶ୍ୟାମ ଟାକ୍ରୀ , ଏନ.ଏନ .ବାଘ , କର୍ପୁର ହନ୍ତାଲ , ଶେଖର ପଟନାୟକ , ହରି ଖେମୁଣ୍ଡୁ , ପୂର୍ଣ୍ଣିମା ନାୟକ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ନେତା ଓ କର୍ମି ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.