Home ଓଡ଼ିଶା କୋରାପୁଟ ବିଧାନସଭା ଆସନ: କିଏ ଲଢିବ କାହା ସହିତ

କୋରାପୁଟ ବିଧାନସଭା ଆସନ: କିଏ ଲଢିବ କାହା ସହିତ

614

କୋରାପୁଟ ; ତା୨୩-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି, କଂଗ୍ରେସ ଓ ବିଜେଡି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିଦେଇଛନ୍ତି। ପ୍ରଥମେ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଥିଲା।କୋରାପୁଟର ପୂର୍ବତନ ବିଧାୟକ ରଘୁରାମ ପଡାଲଙ୍କ ନାମ ଘୋଷଣା କରିଥିଲା।ଏହାପରେ କଂଗ୍ରେସ କୃଷ୍ଣ କୁଲଦୀପ ଓ ଗତକାଲି ରାତ୍ରୀରେ ବିଜେପି ତ୍ରୀପୁରାରୀ ଗରଡାଙ୍କ ନାମ ଘୋଷଣା କରିଥିଲା। ରଘୁରାମ ପଡାଲ, କୃଷ୍ଣ କୁଲଦୀପ ଓ ତ୍ରୀପୁରାରୀ ଗରଡାଙ୍କ ମଧ୍ୟରେ ଲଢେଇ ହେବ।ରଘୁରାମ ପଡାଲ ଜଣେ ପୁରୁଣା ମୁହଁ ଥିବା ବେଳେ କୃଷ୍ଣ ଓ ତ୍ରୀପୁରାରୀ ୨ ଜଣ ମଇଦାନରେ ନୂଆ ମୁହଁ ଅଟନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.