Home କୋରାପୁଟ କୋରାପୁଟ ପୈାରପରିଷଦ ଦ୍ୱାରା ନିର୍ମିତ ନୂତନ ଶୈାଚାଳୟ ଓ ଯାତ୍ରୀ ପ୍ରତୀକ୍ଷାଳୟ ଉଦଘାଟିତ

କୋରାପୁଟ ପୈାରପରିଷଦ ଦ୍ୱାରା ନିର୍ମିତ ନୂତନ ଶୈାଚାଳୟ ଓ ଯାତ୍ରୀ ପ୍ରତୀକ୍ଷାଳୟ ଉଦଘାଟିତ

111

କୋରାପୁଟ ; ତା୧୬-୦୮-୧୮(ଓଡିଆପୁଅ/ରଂଜନ କୁମାର ଦାସ)କୋରାପୁଟ ପୈାରପରିଷଦ ଦ୍ୱାରା ନୂତନଭାବେ ରାଜୀବଗାନ୍ଧି ଉଦ୍ୟାନ ପାର୍କଠାରେ ନୂତନଭାବେ ନିର୍ମିତ ଶୈାଚାଳୟ ଓ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ନୂତନଭାବେ ନିର୍ମିତ ଯାତ୍ରୀ ପ୍ରତୀକ୍ଷାଳୟ ଓ ମଶାଣୀରେ ନିର୍ମିତ ଆଶ୍ରୟସ୍ଥଳୀ ଉଦଘାଟିତ ହୋଇଯାଇଛି ।ମଶାଣୀରେ ଜନତା ଶୈାଚାଳୟର ଭିତିପ୍ରସ୍ତର ଦିଆଯାଇଥିଲା ।କୋରାପୁଟ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ବେଳେ ପୈାରାଧ୍ୟକ୍ଷ ଭଗବାନ ବାହିନିପତ , ଉପାଧ୍ୟକ୍ଷା ସଂଜୁଲତା ରାଉତ ଓ କାଉନସିଲରମାନେ ଉପସ୍ଥିତ ଥିଲେ ।ଏହି କାର୍ଯ୍ୟକ୍ରମକୁ ପୈାର ପରିଷଦର ନିର୍ବାହୀ ଅଧିକାରୀ ଗୈାରଚନ୍ଦ୍ର ପଟନାୟକ ପରିଚାଳନା କରିଥିବା ବେଳେ ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର ଓ ସିମାଞଳ ପଢିହାରୀ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.