Home କୋରାପୁଟ କୋରାପୁଟ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ବୈଠକ

କୋରାପୁଟ ଜିଲ୍ଲା ବିଜେପି ଅନୁସୂଚିତ ଜାତି ମୋର୍ଚ୍ଚା ବୈଠକ

337

କୋରାପୁଟ ; ତା୨୦-୧୨-୧୮(ଓଡିଆପୁଅ/ରଂଜନ କୁମାର ଦାସ) କୋରାପୁଟଠାରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ଜିଲ୍ଲା କାର୍ୟକାରିଣୀ ବୈଟକ ଅନୁଷ୍ଠିତ ହୋଇଯାଇଛି ।କୋରାପୁଟ ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଆଗତି ହାଲଓାକଂ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ରାଜ୍ୟ ସାଧାରଣ ସଂପାଦକ ସୁଶାନ୍ତ କୁମାର ମଲ୍ଲିକ ,ରାଜ୍ୟ ସଂପାଦକ ଜଳନ୍ଧର କିଲୋ ,ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ସାଧାରଣ ସଂପାଦକ ହରି ଖେମୁଣ୍ଡୁ ,ସଂପାଦକ ହରିହର ସେଠୀ , କୋରାପୁଟ ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ମିଶ୍ର , ଏନ.ଏନ.ବାଘ , ୩୦ ଟି ମଣ୍ଡଳର ସଭାପତି ଓ ପ୍ରାୟ ୨୦୦ ଜଣ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
କୋରାପୁଟ ଜିଲ୍ଲାର ପ୍ରତ୍ୟେକ ମଣ୍ଡଳରେ ବୈଠକ କରିବା ସହ ବୁଥ ସ୍ତରରେ ଲାଭାର୍ଥି ସମ୍ମିଳନୀ କରିବାକୁ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦିଆଯାଇଥିବା ରାଜ୍ୟ ସାଧାରଣ ସଂପାଦକ ସୁଶାନ୍ତ କୁମାର ମଲ୍ଲିକ ସୂଚନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.