Home ଓଡ଼ିଶା କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର କମିଟି ଅନୁମୋଦିତ

କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର କମିଟି ଅନୁମୋଦିତ

440

କୋରାପୁଟ ; ତା୨୩-୦୧-୧୯(ଓଡିଆପୁଅ /ରଂଜନ କୁମାର ଦାସ)କୋରାପୁଟ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଭାବେ ଇଂ ଇଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଦାୟିତ୍ୱ ନେବା ପରେ କମିଟି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବିନ ପଟନାୟକଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ଇଂ ପାଣିଗ୍ରାହୀ ଏକ ପ୍ରେସ ଇସ୍ତାହାରରେ ଜଣେଇଛନ୍ତି ।କୋରାପୁଟ ଜିଲ୍ଲା ବିଜେଡିର ଉପସଭାପତିଭାବେ ୧୫ ଜଣଙ୍କ ନାମ ଅନୁମୋଦିତ ହୋଇଥିବା ଜଣାପଡିଛି ।ସେମାନେ ହେଲେ ଦୁର୍ଗା ମିଶ୍ର , ତ୍ରୀପୁରାରୀ ଗରଡା , ବି.ରାଓ , ଶ୍ରିନିବାସ ରାଓ , ନରେନ୍ଦ୍ର ସ୍ୱାଇଁ , ଉକôଳ ରଂଜନ ନାୟକ ,ବାଳକୃଷ୍ଣ ବିଷୋୟୀ ,ରଘୁରାମ ପଡାଲ ,ପ୍ରେମଚନ୍ଦ୍ର ଡଂଗ୍ରୀ ,ସଦାଶିବ ବାରିକ ,କାଶିନାଥ ଗୋଲରୀ ,ନାରାୟଣ ବିଷୋୟୀ ,ସଂଜୟ ସାହୁ ,ଏ.ନାରାୟଣ ଓ ଜଗଦୀଶ ଜେନା ।ସାଧାରଣ ସଂପାଦକ ଭାବେ ୧୭ ଜଣଙ୍କ ନାମ ଘୋଷିତ କରାଯାଇଛି ।ସେମାନେ ହେଲେ-ଏ.ଶ୍ରୀନୁ ,ସୁରେନ୍ଦ୍ର ତ୍ରୀପାଠୀ ,ସରୋଜ ଦାଶ ,ଶ୍ୟାମ ସୁନ୍ଦର ପାତ୍ର ,ଲଲିତ ନାରାୟଣ ପରିଡା ,ରାମେଶ୍ୱର ଦୋରା ,ପ୍ରଭୁ ଜାନି ,ସାଥିରାମ ନାୟକ ,ସୁଧିର ମହାନ୍ତି ,ରଘୁରାମ ମାଛ ,ହେମନ୍ତ ମହାପାତ୍ର ,ବିଦ୍ୟାଧର ସାହୁ ,ରମାକାନ୍ତ ଦଳେଇ ,ପ୍ରସାଦ ଖରା ,ବଗବାନ ମୁଦୁଲି , ଅଶୋକ କୁମାର ପାଙ୍ଗୀ ଓ କେଶବ ପଣ୍ଡା ।କୋଷାଧ୍ୟକ୍ଷ ଭାବେ ବିରେଶ ପଟନାୟକ ଓ ସହ କୋଷାଧ୍ୟକ୍ଷ ଭାବେ ଜୟନ୍ତ ମିଶ୍ର ରହିଥିବା ବେଳେ ଚିତ୍ରସେନ ମିଶ୍ର ,ବାପି ପରିଡା ,ଡି .ମସ୍ତିପୁଟିଆ ,ଏସ.ରାଜୁ ,କେ.ପାଙ୍ଗୀ ,ନରେନ୍ଦ୍ର ବିଷୋୟୀ ,ଇଶ୍ୱର ବାଘ ,ସନାତନ ଦାଶ ,ବାଲା ନାଗ ,ପଂଚାନନ ରାଉତ ,ଅଶ୍ୱିନୀ ସାହୁ ,ଏଲ.ଦାର୍ଲି ,ବିଜୟ ପଣ୍ଡା ,ନିର୍ମଲ ମହାନ୍ତି ,ଡି .ନାଗ ଓପୂର୍ବ ଖିଲ ପ୍ରମୁଖ ସଂପାଦକ ଭାବେ ରହିଥିବା ଜଣାପଡିଛି ।ବାଲା ରାୟ ଜୟପୁର ନିର୍ବାଚନ ମଣ୍ଡଳୀ ନିମନ୍ତେ ସଂଯୋଜକ ଭାବେ ରହିଥିବା ବେଳେକୋଟପାଡ ନିମନ୍ତେ ପଙ୍କଜ ପାତ୍ର ,ଲକ୍ଷ୍ମିପୁର ନିମନ୍ତେ ପାରଦା କୁଲେସିକା ଓ କୋରାପୁଟ ନିର୍ବାଚନ ମଣ୍ଡଳୀ ନିମନ୍ତେ ପ୍ରଭାତ ସୁତାର ରହିଥିବା ଜଣାପଡିଛି ।ଆଇନଜିବୀ ସିମାଂଚଳ ମିଶ୍ର ଅଫିସ ସଂପାଦକଭାବେ ରହିଥିବା ଜଣାପଡିଛି ।ବିନୋଦ ପାତ୍ର ,ଗୋପାଳକୃଷ୍ଣ ବେବର୍ତା ,ରମେଶ ଧଳ ,ଶିବ ପଟନାୟକ ,ଗୁପ୍ତ ପ୍ରସାଦ ଦାଶ ,ପଦ୍ମନାଭ ସେଠୀ ,ମୁରଲୀ ଜଗଦେପ ,ଭରତ ପଟନାୟକ , କିଶୋର ହୋତା , ତ୍ରୀନାଥ ପାତ୍ର ଓ ପଂଚାନନ ଗୈାଡ ପ୍ରମୁଖ ଉପଦେଷ୍ଟା କମିଟି ସଦସ୍ୟଭାବେ ରହିଥିବା ଜଣାପଡିଛି ।୧୮ ଜଣଙ୍କୁ କାଯ୍ୟ୍ୟକାରୀ ସଦସ୍ୟଭାବେ ମନୋନୀତ କରାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.