Home କୋରାପୁଟ କୋରାପୁଟ ଜିମାନସିୟମ ଦ୍ୱାରା ରକ୍ତଦାନ ଶିବିର ; ୪୫ ୟୁନିଟ ରକ୍ତ ସଂଗ୍ରହ

କୋରାପୁଟ ଜିମାନସିୟମ ଦ୍ୱାରା ରକ୍ତଦାନ ଶିବିର ; ୪୫ ୟୁନିଟ ରକ୍ତ ସଂଗ୍ରହ

90

କୋରାପୁଟ ; ତା୦୯-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)କୋରାପୁଟ ଜିମନାସିୟମ ଦ୍ୱାରା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଜିମନାସିୟମ ପରିସରରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ରତିକାନ୍ତ ଖଟୁଆ,  ଜିମନାସିୟମର ସଭାପତି ଭବନୀଶଙ୍କର ମିଶ୍ର ଓ ଅନ୍ୟାନ୍ୟ ସଭ୍ୟ ଯୋଗଦେଇଥିଲେ।ରକ୍ତଦାନ ଶିବିରରେ ୪୫ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.