Home କୋରାପୁଟ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଉଦୟଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା

ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ଉଦୟଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଶୋକସଭା

203

କୋରାପୁଟ ; ତା୦୬-୦୧-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ଜିଲ୍ଲାର ବିଶିଷ୍ଠ ସାହିତ୍ୟିକ ଉଦୟଚନ୍ଦ୍ର ମିଶ୍ରଙ୍କ ବିୟୋଗରେ କୋରାପୁଟ ସାହିତ୍ୟ ପରିବାର ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଶୋକସଭାରେ ପ୍ରାରମ୍ଭରେ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଶୋକସଭାରେ ଡ. ଜଗବନ୍ଧୁ ସାମଲ, ଉମାକାନ୍ତ ଦାଶ, ନାରାୟଣ ପଣ୍ଡା, ଜଗନମୋହନ ସାହୁ, ବିଜୟ ପ୍ରଧାନ, ରମେଶ ସାହୁ, ବୀରବସନ୍ତ ସାହୁ, ମଧୂସୂଦନ ସାହୁ, ସି.ଏଚ.ସାନ୍ତାକାର, ଗୋପୀନାଥ ପ୍ରଧାନ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।ଶେଷରେ କବିୟତ୍ରୀ ଡ . ପ୍ରୀତିଧାରା ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.