Home ଓଡ଼ିଶା ଆଜି ରାମଦେବ ଆସୁଛନ୍ତି ଓଡ଼ିଶା

ଆଜି ରାମଦେବ ଆସୁଛନ୍ତି ଓଡ଼ିଶା

79

ଭୁବନେଶ୍ୱର;୧୭,ଅଗଷ୍ଟ (ଓଡ଼ିଆ ପୁଅ): ଯୋଗଗୁରୁ ବାବା ରାମଦେବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳିର “ଯୁବା ସ୍ୱାବଲମ୍ବନ ସମ୍ମିଳନୀ” ନାମକ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ରାମଦେବ ଆସୁଥିବା ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.