Home ଅପରାଧ ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ ଜଣେ ଶିଶୁ ସମେତ ୨ ଆହତ

ଅଗ୍ନିକାଣ୍ଡରେ ୭ ବଖରା ଭସ୍ମୀଭୂତ ଜଣେ ଶିଶୁ ସମେତ ୨ ଆହତ

334

ପୁରୀ ୨୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ବାଲିନାସୀ ଗ୍ରାମରେ ଭୟାଭୟ ଅଗ୍ନିକାଣ୍ଡ ଘଯି ପାଞ୍ଚଟି ପରିବାର ର ବାସହରା ହେବା ଦେଖିବାକୁ ମିଲିଛି ।  ପାଞ୍ଚଟି ପରିବାରର ୭ ବଖରା ଘର ନିଆଁରେ ଭସ୍ମୀଭୁତ ହେବା ସହ ଜଣେ ଶିଶୁ ସମେତ ୨ ଜଣ ନିଆଁରେ ଆହତ ହେବା ଜଣାପଡିଛି ।

 

ନିଆଁ ଲିଭାଇବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ନିଆଁରେ ଆହତ ହେବା ସୁଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.