ଜିଲ୍ଲା ପରିକ୍ରମା

୰ ବିରେନ ପଲେଇଙ୍କ ଶ୍ରାଦ୍ଧ ବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ

ଭଦ୍ରକ, ୧୮ା୨ (ଓଡ଼ିଆପୁଅ / ପ୍ରମୋଦ ରାୟ) : ଭଦ୍ରକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ପୁର୍ବତନ ବିଧାୟକ ୰ ବିରେନ ପଲେଇଙ୍କ ୧୭ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିରେନ ପଲେଇ ସ୍ମୃତି କମିଟିର ଅଧ୍ୟକ୍ଷ ଦିଲ୍ଲିପ ନାୟକ ସଭାପତିତ୍ୱ କରିଥିଲେ । ଆଗାମି ମାର୍ଚ୍ଚ ୨ତାରିଖ ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହେବ । ଉକ୍ତ ବୈଠକରେ ଜିଲ୍ଲା ସଭପତି ନରେନ ପଲେଇ, ଜିଲ୍ଲା ସାଧାରଣ ସମ୍ପଦକ ଦେବରୁପ ମହାନ୍ତି, ଆଶିଷ ରାଉତ, ଶିବପ୍ରସାଦ ମହାନ୍ତି,କୁଟିଆ ନାୟକ, ଟାଉନ ସଭାପତି ଅବଦୁଲ ମୁକିତ ଖାନ, ମିଡ଼ିଆ ସେଲ ଅଧ୍ୟକ୍ଷ ଅତିଶ କୁମାର ଦାସ, ବରିଷ୍ଠ ନେତା ରବିଘୋଷ, ଟୁଟୁ ମହାପାତ୍ର,ଅନନ୍ତ ପଣ୍ଡା, କାଉସିଲର ଅଶୋକ ମହାପାତ୍ର, ସେକ କଲାମ, ଅସରଫ ଅଲ୍ଲି, ଯୁବନେତା ଜିତୁ ଦାସ, ମୁନା ପରିଡ଼ା, ପିତବାସ ଧଳ, ଭାଗ୍ୟଧର ଖୁଣ୍ଟିଆ, ଗୋପାଳ ତ୍ରିପାଠୀ, ଜୁଲ ଫିକର ଅଲ୍ଲି, ମନୋଜ ପଣ୍ଡା, ମୃତୁ୍ୟଞ୍ଜୟ ମହାନ୍ତି, ଟୁକୁ ସାହୁ, ବାବୁଲି ଘୋଷ ଓ ବହୁ ନେତା ଏହି ବୈଠକରେ ଯୋଗଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top