କେନ୍ଦୁଝର

୭୭ ବର୍ଷ ବୟସରେ ବିଧାୟକ ହୃଷିକେଶ ନାଏକ

ତୁରୁମୁଙ୍ଗା ୨୨-୮ (ଓଡ଼ିଆ ପୁଅ/ସନ୍ତୋଷ ପତି) ୧୯୪୧ ମସିହା ଅଗଷ୍ଟ ମାସ ୨୨ ତାରିଖରେ ଜନ୍ମ ଗ୍ରହଣ କରିଥିବା କେନ୍ଦୁଝର ଜିଲା ପାଟଣା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ହୃଷିକେଶ ନାଏକ ୭୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଆଜି ତାଙ୍କର ଜନ୍ମ ଦିନ ଅବସରରେ ଭଣ୍ଡା ଶିବ ମନ୍ଦିରକୁ ଯାଇ ଦର୍ଶନ କରି ଜନ୍ମ ଦିନ ପାଳନ କରିଛନ୍ତି। ଏହି ଅବସରରେ ବିଧାୟକଙ୍କ ଶୁଭେଛୁ ଓ କର୍ମୀ ବିଧାୟକଙ୍କୁ ଭେଟି ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

To Top