ଓଡ଼ିଶା

୬ ବର୍ଷ ବୟସରେ ଏପରି ଦେଖାଯାଉଛି କାହ୍ନୁ

ଆସ୍କା ୧୫-୬ (ଓଡ଼ିଆ ପୁଅ/ଲଡ଼ୁକିଶୋର ଦାଶ) ନାମଟି ତାର କାହ୍ନୁ ନାଇକ। ବୟସ ପାଖାପାଖି ୬ ବର୍ଷ ହେବ। ଘର ଗଞ୍ଜାମ ଜିଲ୍ଲା ଜଗନ୍ନାଥ ପ୍ରସାଦ ବ୍ଳକ ବାଘୁଆ ଗାଁରେ। ହେଲେ ସେହି କାହ୍ନୁ ଆଜି ଲୋକଙ୍କ ଟାହି ଟାପରର ଶିକାର ହେଉଥିବା ବେଳେ ଦେହସାରା ବଢୁଛି ଲୋମ। ଏମିତି କି ସତେ ଯେମିତି ମାଙ୍କଡ ଭଳି ଦେଖାଯାଉଥିବା ବେଳେ ମୁହଁ ମଧ୍ୟ ବିକୃତ ହୋଇପଡିଛି। ଗୋଟାଏ ପଟେ ଅର୍ଥ ର ଅଭାବ ଓ ଅନ୍ୟପଟେ ଟାହି ଟାହିଟାପରାରେ ଘାଣ୍ଟି ହେଉଛି ବିଚାରା କାହ୍ନା। କାହ୍ନାକୁ ସରକାରଙ୍କର ସହାୟତାର ଆର୍ଥିକ ସହାୟତାର ମିଳିଲେ ଯାଇ ପରିବାର ତା’ର ଚିକିତ୍ସା କରାଇ ପାରିବ। ଏପରି କ୍ଷେତ୍ରରେ ସରକାରଙ୍କର ଆର୍ଥିକ ସହାୟତା ଏବଂ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ନିହାତୀ ଆବଶ୍ୟକ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top