କେନ୍ଦୁଝର

୩ ୱାରେଣ୍ଟି ଗିରଫ

ତୁରୁମୁଙ୍ଗା ୨୦-୧୧ (ଓଡ଼ିଆ ପୁଅ/ସନ୍ତୋଷ ପତି) ସାହାରପଡା ବ୍ଲକ ବୁଢାଵଣ ଏବଂ ଶଙ୍ଖୁଆ ଗ୍ରାମ ରୁ ୩ ଜଣ ଆସାମୀ କୁ ଫାଣ୍ଡି ଅଧିକାରୀ ଅଶୋକ ପୋହି ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ୩ ଜଣ ହେଲେ ବୁଢାବଣ ଗ୍ରାମ ର ଓ ଶଙ୍ଖୁଆ ଗ୍ରାମ ର ନବୀନ ମହାନ୍ତ ଲମ୍ବୋଦର ନାଏକ ,ଓ ନବକିଶୋର ନାଏକ, ଏ ମାନଙ୍କ ନାମରେ ୨୦୧୦ ମସିହା ରୁ ମାମଲା ଥିବା ବେଳେ କୋର୍ଟ ରେ ହାଜର ହୋଇ ନ ଥିଲେ।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top